ମେହବୁବା ମୁଫତିଙ୍କ ହେପାଜତ ପ୍ରସଙ୍ଗରେ ପ୍ରଶାସନକୁ ରିପୋର୍ଟ ମାଗିଲେ କୋର୍ଟ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟ୍ ପାର୍ଟି (ପିଡିପି) ର ସଭାପତି ମେହବୁବା ମୁଫତି କେନ୍ଦ୍ର ସରକାରଙ୍କ ପିଏସଏ ଆକ୍ଚ ପାଇଁ ହେପାଜତରେ ରହିଛନ୍ତି। ଏହାକୁ ନେଇ ସୁପ୍ରିମକୋର୍ଟ ଜମ୍ମୁ-କଶ୍ମୀର ପ୍ରଶାସନଠାରୁ ଜବାବ ମାଗିଛନ୍ତି। ଜନ ସୁରକ୍ଷା ଆଇନ ଅନୁଯାୟୀ ସର୍ବାଧିକ ଜଣେ କେତେ ଦିନ ହେପାଜତରେ ରହି ପାରିବ ବୋଲି ପ୍ରଶାସନକୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ।ଏହି ମାମଲାରେ ଅକ୍ଟୋବର 15ରେ ପରବର୍ତ୍ତୀ ଶୁଣାଣି ରହିଛି। ଆଜି ସୁପ୍ରିମକୋର୍ଟ କହିଛନ୍ତି ଯେ କୌଣସି […]

mehbooba-mufti_

mehbooba-mufti_

Subhransu Sekhar
  • Published: Tuesday, 29 September 2020
  • Updated: 29 September 2020, 01:51 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟ୍ ପାର୍ଟି (ପିଡିପି) ର ସଭାପତି ମେହବୁବା ମୁଫତି କେନ୍ଦ୍ର ସରକାରଙ୍କ ପିଏସଏ ଆକ୍ଚ ପାଇଁ ହେପାଜତରେ ରହିଛନ୍ତି। ଏହାକୁ ନେଇ ସୁପ୍ରିମକୋର୍ଟ ଜମ୍ମୁ-କଶ୍ମୀର ପ୍ରଶାସନଠାରୁ ଜବାବ ମାଗିଛନ୍ତି। ଜନ ସୁରକ୍ଷା ଆଇନ ଅନୁଯାୟୀ ସର୍ବାଧିକ ଜଣେ କେତେ ଦିନ ହେପାଜତରେ ରହି ପାରିବ ବୋଲି ପ୍ରଶାସନକୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ।ଏହି ମାମଲାରେ ଅକ୍ଟୋବର 15ରେ ପରବର୍ତ୍ତୀ ଶୁଣାଣି ରହିଛି। ଆଜି ସୁପ୍ରିମକୋର୍ଟ କହିଛନ୍ତି ଯେ କୌଣସି ବ୍ୟକ୍ତିଙ୍କୁ ସବୁବେଳେ ଜେଲରେ ରଖାଯାଇପାରିବ ନାହିଁ ଏବଂ କିଛି ରାସ୍ତା ଖୋଜି ବାହାର କରିବା ଦରକାର।

ଏବେ ସୁପ୍ରିମକୋର୍ଟରେ ମୁଫତିଙ୍କ ଝିଅ ଇଲତିଜା ମୁଫତି ଏବଂ ତାଙ୍କ ମାମୁଁ ମେହବୁବା ମୁଫତିଙ୍କୁ ଭେଟିବାକୁ ଅନୁମତି ମାଗିଛନ୍ତି। ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ସଭାପତି ମେହବୁବା ମୁଫତି ଗତ ବର୍ଷ ଅଗଷ୍ଟ ୨ଠାରୁ ହେପାଜତରେ ଅଛନ୍ତି। ଗତ ବର୍ଷ ଅଗଷ୍ଟ 5 ରେ ଜମ୍ମୁ କଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପୂର୍ବରୁ ତାଙ୍କୁ ସୁରକ୍ଷା କାରଣରୁ ଗିରଫ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story