ଜୁଲାଇ ୧୫ ଯାଏ ବିମାନ ସେବା ବାତିଲ୍

ନୂଆଦିଲ୍ଲୀ: ଜୁଲାଇ ୧୫ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏହି ନିଷ୍ପତ୍ତି ନେଇଛି। ତେବେ କିଛି ରୁଟରେ ବିମାନ ସେବା ଚାଲିପାରିବ, କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ସହିତ। ତେବେ କାର୍ଗୋ ବିମାନ ଉପରେ କୌଣସି କଟକଣା ଲଗାଯାଇ ନାହିଁ। ଏହାପୂର୍ବରୁ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଥିଲେ, ଜୁଲାଇରୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବାକୁ ପ୍ରୟାସ […]

flights

flights

Subhransu Sekhar
  • Published: Friday, 26 June 2020
  • Updated: 26 June 2020, 06:22 PM IST

Sports

Latest News

ନୂଆଦିଲ୍ଲୀ: ଜୁଲାଇ ୧୫ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏହି ନିଷ୍ପତ୍ତି ନେଇଛି। ତେବେ କିଛି ରୁଟରେ ବିମାନ ସେବା ଚାଲିପାରିବ, କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ସହିତ। ତେବେ କାର୍ଗୋ ବିମାନ ଉପରେ କୌଣସି କଟକଣା ଲଗାଯାଇ ନାହିଁ।

ଏହାପୂର୍ବରୁ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଥିଲେ, ଜୁଲାଇରୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବାକୁ ପ୍ରୟାସ କରାଯାଉଛି। ତେବେ ସେତେବେଳର କରୋନା ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ।

ବିମାନ ଚଳାଚଳ ମନ୍ତ୍ରାଳୟ ଏଭଳି ନିଷ୍ପତ୍ତି ନେବାର କାରଣ ମଧ୍ୟ ଜଣାପଡ଼ିଛି। ଆମେରିକା, ବ୍ରାଜିଲ୍, ୟୁରୋପ, ବ୍ରିଟେନ୍, ସିଙ୍ଗାପୁର ଭଳି ଦେଶ ଏବେ କରୋନାର ହଟସ୍ପଟ ରହିଛି। ଏହି ଦେଶ ଏବେ ଅନ୍ୟ ଦେଶର ବିମାନକୁ ପ୍ରବେଶ କରାଉ ନାହିଁ। କେବଳ ନିଜ ଦେଶ ଭିତରେ ବିମାନ ସେବା ଜାରି ରହିଛି। ତେଣୁ ଭାରତ ମଧ୍ୟ ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ମାର୍ଚ୍ଚ ୨୫ରୁ ଦେଶରେ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଛି।

https://twitter.com/AHindinews/status/1276473551785058305

ଡିଜିସିଏ କହିଛି ଯେ ବିମାନ କ୍ରିଉ ସଦସ୍ୟମାନେ ଆଗାମୀ ଦିନରେ ନୂଆ ସମସ୍ୟାରେ ପଡ଼ିପାରନ୍ତି। ଯାତ୍ରୀମାନେ ମାସ୍କ ପିନ୍ଧନଥିବେ କିମ୍ୱା ମୁହଁ ଘୋଡ଼ାଇ ନପାରନ୍ତି ଏପରିକି ବିମାନରେ କରୋନା ଗାଇଡ ଲାଇନକୁ ନେଇ ବଚସା ମଧ୍ୟ ହୋଇପାରେ। ତେଣୁ ଏସବୁ ସ୍ଥିତି ବାବଦରେ ବିମାନରେ ନିୟୋଜିତ ଥିବା କ୍ରିଉ ସଦସ୍ୟ ଆଗୁଆ ଅବଗତ ହେବା ଦରକାର।

ଅସୁରକ୍ଷିତ ଯାତ୍ରୀଙ୍କ ସହ ମୁକାବିଲା ପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (ଏସଓପି) ଉପରେ ଅବଗତ କରାଯିବ। ବିମାନ ଟିକେଟ କିଣିବା ବେଳେ, ଚେକ୍ ଇନ୍ ବେଳେ ଯାତ୍ରୀଙ୍କୁ ଏସଓପି ବାବଦରେ ଅବଗତ କରାଯିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story