ନେତାଙ୍କୁ ସ୍କୁଲ ପିଲାଙ୍କ ଅଭିନବ ‘ଗୁହାରି’

ଗୁଆହାଟୀ: ସେମାନଙ୍କର ଭୋଟ୍‌ ଦେବା ପାଇଁ ବୟସ ହୋଇନି, କିନ୍ତୁ ଶାସନ କଳ ଚଲାଉଥିବା ନେତାଙ୍କ ପାଖରେ ‘ଗୁହାରି’ ପାଇଁ ଅଧିକାର ଅଛି। ଏପରି ସଂକଳ୍ପ ମନରେ ରଖି ଆସାମରେ ନେତାଙ୍କୁ ଭେଟିବା ସହିତ ନିଜ ଦାବି ରଖିଛନ୍ତି କିଛି ସ୍କୁଲ ପିଲା। ୨୦୧୯ ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ଥିବାବେଳେ ଏପରି ଅଭିନବ ‘ଗୁହାରି’ ଏବେ ସାରା ଦେଶରେ ଚର୍ଚ୍ଚାରେ। ଅଫସାନା ଖାତୁନ୍‌ ଏବଂ ହଫିଜା ଖାତୁନ୍‌ ନାମକ ଦୁଇ ସ୍କୁଲ ଛାତ୍ରୀ ଆସାମର […]

assam

assam

Subrat Kumar Nayak
  • Published: Friday, 29 March 2019
  • Updated: 29 March 2019, 10:33 PM IST

ଗୁଆହାଟୀ: ସେମାନଙ୍କର ଭୋଟ୍‌ ଦେବା ପାଇଁ ବୟସ ହୋଇନି, କିନ୍ତୁ ଶାସନ କଳ ଚଲାଉଥିବା ନେତାଙ୍କ ପାଖରେ ‘ଗୁହାରି’ ପାଇଁ ଅଧିକାର ଅଛି। ଏପରି ସଂକଳ୍ପ ମନରେ ରଖି ଆସାମରେ ନେତାଙ୍କୁ ଭେଟିବା ସହିତ ନିଜ ଦାବି ରଖିଛନ୍ତି କିଛି ସ୍କୁଲ ପିଲା। ୨୦୧୯ ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ଥିବାବେଳେ ଏପରି ଅଭିନବ ‘ଗୁହାରି’ ଏବେ ସାରା ଦେଶରେ ଚର୍ଚ୍ଚାରେ।

ଅଫସାନା ଖାତୁନ୍‌ ଏବଂ ହଫିଜା ଖାତୁନ୍‌ ନାମକ ଦୁଇ ସ୍କୁଲ ଛାତ୍ରୀ ଆସାମର ୫ଟି ପ୍ରମୁଖ ଦଳର ନେତାଙ୍କୁ ଭେଟି ୪ ପୃଷ୍ଠାର ‘ଗୁହାରି’ ପତ୍ର ପ୍ରଦାନ କରିଛନ୍ତି। ଏହା ୨୦ ଜଣ ପିଲାଙ୍କ ଦ୍ୱାରା ପ୍ରସ୍ତୁତ ଏବଂ ସ୍ୱାକ୍ଷରିତ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ବିଭିନ୍ନ ବର୍ଗର ଏବଂ ଉଭୟ ପୁଅ ଓ ଝିଅ ଅଛନ୍ତି। ଆଉ ସେମାନଙ୍କ ଦାବି ମଧ୍ୟରେ ରହିଛି ପାନୀୟ ଜଳ ସମସ୍ୟାର ସମାଧାନ ଏବଂ ଆସାମର ବିପଦ ବନ୍ୟା ସମୟରେ ଶିକ୍ଷାଦାନ ଅବ୍ୟାହତ ରଖାଯିବା।

୧୨ ବର୍ଷ ବୟସର ଅଫସାନାର ଦାବିରେ ରହିଛି, ଆସାମରେ ଝିଅ ଓ ମହିଳାଙ୍କୁ ପାଇଁ ସୁରକ୍ଷା ବୃଦ୍ଧି। କିନ୍ତୁ ହଫିଜାର ଦାବି ରହିଛି ଶିକ୍ଷା। ଗୁଆହାଟୀର ଏକ ଅହମୀୟା ମାଧ୍ୟମିକ ସ୍କୁଲରେ ପଢ଼ୁଥିବା ଏହି ଦୁଇ ଜଣ ବନ୍ୟା ସମୟରେ ସ୍କୁଲ ଯିବାରୁ ବଞ୍ଚିତ ହୁଅନ୍ତି। ଏପରିକି ବେଳେବେଳେ ସ୍କୁଲରେ ମଧ୍ୟ ବନ୍ୟାପାଣି ପଶିଯାଉଥିବାରୁ ସ୍କୁଲ ନଯିବାର ଅବଧି ବଢ଼ିଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story