ବେଙ୍ଗାଲୁରୁ: କାବେରୀ ନଦୀର ପାଣି ସୁଅରେ ଭାସିଯାଇଛନ୍ତି ବୈଜ୍ଞାନିକ ସୋମଶେଖର। ଘଟଣା ଘଟିଛି କର୍ଣ୍ଣାଟକ ମହୀଶୂର ଅଞ୍ଚଳରେ।
ବେଙ୍ଗାଲୁରୁ: କାବେରୀ ନଦୀର ପାଣି ସୁଅରେ ଭାସିଯାଇଛନ୍ତି ବୈଜ୍ଞାନିକ ସୋମଶେଖର। ଘଟଣା ଘଟିଛି କର୍ଣ୍ଣାଟକ ମହୀଶୂର ଅଞ୍ଚଳରେ। ସେଣ୍ଟ୍ରାଲ ଫୁଡ୍ ଟେକ୍ନୋଲଜିକାଲ ରିସର୍ଚ୍ଚ ଇଷ୍ଟିଚ୍ୟୁଟର ବରିଷ୍ଠ ବୈଜ୍ଞାନିକ ସୋମଶେଖର ନିଜର ସପରିବାର ସହ ମହୀଶୂର ଅଞ୍ଚଳର ଚୁଂଚୁକାଟେ ଜଳପ୍ରପାତ ଦେଖିବାକୁ ଆସିଥିଲେ। ଏଥିରେ ପାଣି ନ ଥିବା ବେଳେ ସେ ମଝିଭାଗକୁ ବୁଲିବାକୁ ଯାଇଥିଲେ। ସୋମଶେଖର ବୁଲୁଥିବା ବେଳେ ହଠାତ୍ ପାଣିର ସୁଅ ବଢିବାରେ ଲାଗିଥିଲା। ଉପରମୁଣ୍ଡରେ ଥିବା ଏକ ଡ୍ୟାମରୁ ପାଣି ଛଡ଼ାଯିବା ଫଳରେ ପାଣି […]
rivwr
ବେଙ୍ଗାଲୁରୁ: କାବେରୀ ନଦୀର ପାଣି ସୁଅରେ ଭାସିଯାଇଛନ୍ତି ବୈଜ୍ଞାନିକ ସୋମଶେଖର। ଘଟଣା ଘଟିଛି କର୍ଣ୍ଣାଟକ ମହୀଶୂର ଅଞ୍ଚଳରେ।