ଆରପାରିରେ ବରିଷ୍ଠ କଂଗ୍ରେସ ନେତା ହଂସ ରାଜ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ହଂସ ରାଜ ଭରଦ୍ୱାଜଙ୍କର ପରଲୋକ ହୋଇଛି। ରବିବାର ସନ୍ଧ୍ୟାରେ ହୃଦଘାତ ହେବା କାରଣରୁ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ସେ ଗତ ବୁଧବାର କିଡନୀ ସମ୍ପର୍କିତ ସମସ୍ୟା ଅନୁଭବ କରିବାରୁ ତାଙ୍କୁ ମ୍ୟାକ୍ସ ହସ୍ପିଟାଲ ନିଆଯାଇଥିଲା। ସେଠାରେ ହିଁ ତାଙ୍କର ଦେହାନ୍ତ ହୋଇଛି। ନିଗମବୋଧ ଘାଟଠାରେ ସୋମବାର ଅପରାହ୍ଣ ତାଙ୍କର ଶେଷକୃତ୍ୟ ହେବ ବୋଲି ତାଙ୍କ […]

Hans-Raj

Hans-Raj

Subrat Kumar Nayak
  • Published: Sunday, 08 March 2020
  • Updated: 08 March 2020, 10:15 PM IST

Sports

Latest News

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ହଂସ ରାଜ ଭରଦ୍ୱାଜଙ୍କର ପରଲୋକ ହୋଇଛି। ରବିବାର ସନ୍ଧ୍ୟାରେ ହୃଦଘାତ ହେବା କାରଣରୁ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା।

ସେ ଗତ ବୁଧବାର କିଡନୀ ସମ୍ପର୍କିତ ସମସ୍ୟା ଅନୁଭବ କରିବାରୁ ତାଙ୍କୁ ମ୍ୟାକ୍ସ ହସ୍ପିଟାଲ ନିଆଯାଇଥିଲା। ସେଠାରେ ହିଁ ତାଙ୍କର ଦେହାନ୍ତ ହୋଇଛି।

ନିଗମବୋଧ ଘାଟଠାରେ ସୋମବାର ଅପରାହ୍ଣ ତାଙ୍କର ଶେଷକୃତ୍ୟ ହେବ ବୋଲି ତାଙ୍କ ପୁଅ ଅରୁଣ ଭରଦ୍ୱାଜ କହିଛନ୍ତି। ତାଙ୍କର ଗୋଟିଏ ପୁଅ ଏବଂ ୨ ଜଣ ଝିଅ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story