ରାହୁଲଙ୍କ ଇସ୍ତଫା ଜିଦ୍ ସମ୍ପର୍କରେ ଏମିତି କହିଲେ ମୋଇଲି

ହାଇଦ୍ରାବାଦ୍‌: କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧିଙ୍କ ଇସ୍ତଫା ଡ୍ରାମା ଏବେ ବି ଜାରି ରହିଛି। ପ୍ରତିଦିନ ଏହାକୁ ନେଇ ରୋଚକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ରାହୁଲ ମେ’ ୨୩ରୁ ଇସ୍ତଫା ଦେବା ସର୍ମ୍ପରେ ଘୋଷଣା କରିଥିଲେ ହେଁ ଆଜି ଯାଏ ବିଧିବଦ୍ଧ ଭାବେ ଏହା ଗୃହୀତ ହୋଇନାହିଁ। ତେବେ କଂଗ୍ରେସର ବରିଷ୍ଠ ନେତା ବିରାପ୍ପା ମୋଇଲି ଆଜି ରାହୁଲଙ୍କ ଇସ୍ତଫା ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି। ମୋଇଲି କହିଛନ୍ତି, ରାହୁଲ କଂଗ୍ରେସ ଅଧ୍ୟକ୍ଷ ଭାବେ […]

molliy

molliy

Hemant Lenka
  • Published: Friday, 28 June 2019
  • Updated: 28 June 2019, 04:43 PM IST

Sports

Latest News

ହାଇଦ୍ରାବାଦ୍‌: କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧିଙ୍କ ଇସ୍ତଫା ଡ୍ରାମା ଏବେ ବି ଜାରି ରହିଛି। ପ୍ରତିଦିନ ଏହାକୁ ନେଇ ରୋଚକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ରାହୁଲ ମେ’ ୨୩ରୁ ଇସ୍ତଫା ଦେବା ସର୍ମ୍ପରେ ଘୋଷଣା କରିଥିଲେ ହେଁ ଆଜି ଯାଏ ବିଧିବଦ୍ଧ ଭାବେ ଏହା ଗୃହୀତ ହୋଇନାହିଁ। ତେବେ କଂଗ୍ରେସର ବରିଷ୍ଠ ନେତା ବିରାପ୍ପା ମୋଇଲି ଆଜି ରାହୁଲଙ୍କ ଇସ୍ତଫା ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି।

ମୋଇଲି କହିଛନ୍ତି, ରାହୁଲ କଂଗ୍ରେସ ଅଧ୍ୟକ୍ଷ ଭାବେ ଯେ କାର୍ଯ୍ୟ କରିବେ, ତା’ହା ଆଉ ସମ୍ଭବ ନୁହେଁ। କିଛି ବି ହୋଇପାରେ। ମୁଁ ଭାବୁନି ଯେ ରାହୁଲ ଗାନ୍ଧି ଅଧ୍ୟକ୍ଷ ପଦରେ ରହିବାର ଚାନ୍ସ ୧% ବି ଅଛି। ଏହି ପଦ ପାଇଁ ଅନ୍ୟ କାହାକୁ ସୁଯୋଗ ଦେବା ପୂର୍ବରୁ ସିଡବ୍ଲ୍ୟୁସି ନିଶ୍ଚିତ ଭାବେ ଆଉ ଥରେ ସମୀକ୍ଷା କରିବ। ରାହୁଲଙ୍କ ଇସ୍ତଫା ଗ୍ରହଣ ହେବା ଯାଏ ଅନେକ ସମ୍ଭାବନା ଓ ଚର୍ଚ୍ଚା ଜାରି ରହିବ। ଆମେ କେବଳ ସିଡବ୍ଲ୍ୟୁସିର ପଦକ୍ଷେପକୁ ଅପେକ୍ଷା କରି ବସିଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story