ବରିଷ୍ଠ ଏନସିପି ନେତା ଡି.ପି ତ୍ରିପାଠୀଙ୍କ ପରଲୋକ

ମୁମ୍ୱାଇ: ଏନସିପିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଡି.ପି ତ୍ରିପାଠୀଙ୍କ (୬୭) ପରଲୋକ ହୋଇଛି। ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ। ଆଜି ତାଙ୍କର ପରଲୋକ ହୋଇଥିବା ଏନସିପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ ପଟେଲ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ସେ ଏନସିପିର ମହାସଚିବ ଥିଲେ। ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କର ସେ ଘନିଷ୍ଠ ବ୍ୟକ୍ତି ଥିଲେ। ଡିପି ତ୍ରିପାଠୀଙ୍କ ମୃତ୍ୟୁରେ ଏନସିପିର ବରିଷ୍ଠ ନେତା ସୁପ୍ରୟା ସୁଲେ, ପ୍ରଫୁଲ […]

DP TRIPATHI

DP TRIPATHI

Subhransu Sekhar
  • Published: Thursday, 02 January 2020
  • Updated: 02 January 2020, 02:51 PM IST

Sports

Latest News

ମୁମ୍ୱାଇ: ଏନସିପିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଡି.ପି ତ୍ରିପାଠୀଙ୍କ (୬୭) ପରଲୋକ ହୋଇଛି। ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ। ଆଜି ତାଙ୍କର ପରଲୋକ ହୋଇଥିବା ଏନସିପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ ପଟେଲ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ସେ ଏନସିପିର ମହାସଚିବ ଥିଲେ। ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କର ସେ ଘନିଷ୍ଠ ବ୍ୟକ୍ତି ଥିଲେ। ଡିପି ତ୍ରିପାଠୀଙ୍କ ମୃତ୍ୟୁରେ ଏନସିପିର ବରିଷ୍ଠ ନେତା ସୁପ୍ରୟା ସୁଲେ, ପ୍ରଫୁଲ ପଟେଲ, ଅଜିତ ପାଓ୍ୱାରଙ୍କ ସମେତ ଅନେକ ନେତା ଶୋକ ପ୍ରକାଶ କରିଛନ୍ତି।

ଗତବର୍ଷ ତାଙ୍କର କାର୍ଯ୍ୟକାଳ ରାଜ୍ୟସଭାରେ ସମାପ୍ତ ହୋଇଥିଲା। ନିଜ ବିଦାୟୀ ଭାଷଣରେ ସେକ୍ସ ପ୍ରସଙ୍ଗରେ ନିଜର ମତ ରଖିଥିଲେ। ସେ କହିଥିଲେ ସଂସଦରେ ଏହି ପ୍ରସଙ୍ଗରେ କେବେ ଆଲୋଚନା ହୋଇନି। ହେଲେ ନିଜେ ମହାତ୍ମା ଗାନ୍ଧି ଏବଂ ଲୋହିଆ ମଧ୍ୟ ଏହି ପ୍ରସଙ୍ଗରେ ଅନେକ ଆଲୋଚନା କରିଛନ୍ତି। ସେମାନେ କହିଥିଲେ ସେକ୍ସ ସମ୍ପର୍କୀତ ରୋଗରୁ ଅନେକ ରୋଗ ହେଉଛି। ହେଲେ ଏ ବାବଦରେ କେବେ ଆଲୋଚନା ହେଉ ନାହିଁ।

ସେ ଆହୁରି କହିଥିଲେ, ଯେଉଁ ଦେଶରେ କାମସୂତ୍ର ଭଳି ବହି ଲେଖାହୋଇଛି ସେହି ଦେଶର ସଂସଦରେ ସେକ୍ସ ପ୍ରସଙ୍ଗରେ କେବେ ଆଲୋଚନା ହୋଇନି। କିନ୍ତୁ କାମସୂତ୍ର ବହିଲେଖିଥିବା ବାତ୍ସ୍ୟାୟନଙ୍କୁ ଋଷି ବୋଲି ମଧ୍ୟ ସମ୍ମାନ ଦିଆଯାଇଛି। ଅଜନ୍ତା-ଅଲୋରା ଗୁମ୍ଫା ଏବଂ ଖୁଜୁରାହେ ସ୍ମାରକୀ କାମସୂତ୍ରରେ ମଧ୍ୟ ସାମିଲ୍ ହୋଇଛି। ହେଲେ ସଂସଦରେ ଏ ବାବଦରେ କେବେ ଆଲୋଚନା ହୋଇନି। ୧୯୬୮ରେ ରାଜନୀତିରେ ପାଦ ଥାପିଥିଲେ ଡିପି ତ୍ରିପାଠୀ। ସଂସଦରେ ସେ ଜଣେ ଭଲ ବକ୍ତା ଭାବେ ପରିଚୟ ପାଇଥିଲେ। ଦେଶରେ ଜରୁରୀକାଳୀନ ପରିସ୍ଥିତି ବେଳେ ସେ ଜେଲ୍ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story