ତ୍ରିବେଣୀ ସଂଗମରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ:ଧାର୍ମିକ ନଗରୀ ପ୍ରୟାଗରାଜରେ ଆଜି ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଆଜି ମଉନି ଅମାବାସ୍ୟାରେ ତ୍ରିବେଣୀ ସଂଗମରେ ବୁଡ଼ ପକାଇ ଦୈବୀକୃପା ଲାଭ କରିଛନ୍ତି ସାଧୁ, ସନ୍ଥ, ଶ୍ରଦ୍ଧାଳୁ ଓ ଭକ୍ତ।ସାହି ସ୍ନାନରେ ସାମିଲ ହେବାକୁ ଏବେ ପ୍ରୟାଗରାଜରେ ଭିଡ଼ ଜମିଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗତ ମକର ସଂକ୍ରାନ୍ତିରେ ପ୍ରଥମ ସାହି ସ୍ନାନ ଆୟୋଜିତ ହୋଇଥିଲା। ପୌଷ ପୂର୍ଣ୍ଣିମାରେ ଦ୍ୱିତୀୟ ସ୍ନାନ ନୀତି ସମାପନ ହୋଇଥିଲା।

u

Tapas Behera
  • Published: Monday, 04 February 2019
  • , Updated: 04 February 2019, 12:09 PM IST

Related story