ରାଷ୍ଟ୍ରୀୟ ସମ୍ମାନ ସହ ବିଦାୟ ନେଲେ ସହିଦ ଯବାନ

ଶ୍ରୀନଗର: ଆତଙ୍କବାଦୀଙ୍କ ଆକ୍ରମଣରେ ଶ୍ରୀନଗରରେ ସହିଦ ବିଏସଏଫ୍ ଏଏସ୍‌ଆଇ ବି.କେ ଯାଦବଙ୍କ ଆଜି ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯାଇଛି। ବିଏସଏଫର ଅନେକ ବରିଷ୍ଠ ଅଧିକାରୀ ଏଥିରେ ସାମିଲ ହୋଇ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଗତକାଲି ଶ୍ରୀନଗର ବିମାନ ବନ୍ଦର ନିକଟ ୧୮୨ ବିଏସଏଫ କ୍ୟାମ୍ପ ଉପରେ ୩ ଜଣ ଆତଙ୍କବାଦୀ ସେନା ପୋଷାକରେ ଆସି ଆକ୍ରମଣ କରିଥିଲେ। ଆତଙ୍କବଦୀଙ୍କ ଅତର୍କିତ ଆକ୍ରମଣରେ ବିଏସଏଫ ଯବାନ ସହିଦ ହୋଇଥିଲେ। ଭାରତୀୟ ସୁରକ୍ଷା କର୍ମୀଙ୍କ ପକ୍ଷରୁ […]

srinagar

Rakesh Mallick
  • Published: Wednesday, 04 October 2017
  • , Updated: 04 October 2017, 04:42 PM IST

ଶ୍ରୀନଗର: ଆତଙ୍କବାଦୀଙ୍କ ଆକ୍ରମଣରେ ଶ୍ରୀନଗରରେ ସହିଦ ବିଏସଏଫ୍ ଏଏସ୍‌ଆଇ ବି.କେ ଯାଦବଙ୍କ ଆଜି ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯାଇଛି। ବିଏସଏଫର ଅନେକ ବରିଷ୍ଠ ଅଧିକାରୀ ଏଥିରେ ସାମିଲ ହୋଇ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଗତକାଲି ଶ୍ରୀନଗର ବିମାନ ବନ୍ଦର ନିକଟ ୧୮୨ ବିଏସଏଫ କ୍ୟାମ୍ପ ଉପରେ ୩ ଜଣ ଆତଙ୍କବାଦୀ ସେନା ପୋଷାକରେ ଆସି ଆକ୍ରମଣ କରିଥିଲେ। ଆତଙ୍କବଦୀଙ୍କ ଅତର୍କିତ ଆକ୍ରମଣରେ ବିଏସଏଫ ଯବାନ ସହିଦ ହୋଇଥିଲେ। ଭାରତୀୟ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଏହାର କଡା ଜବାଦ ଦିଆଯାଇଥିଲା। ପଲଟା ଆକ୍ରମଣରେ ୩ ଜଣ ଯାକ ଆତଙ୍କବାଦୀ ନିହତ ହୋଇଥିଲେ।

Related story