ସିଦ୍ଧୁ ଗଠନ କରିବେ ନାହିଁ ସ୍ୱତନ୍ତ୍ର ଦଳ

ନୂଆଦିଲ୍ଲୀ: ପୂର୍ବ ବିଜେପି ନେତା ନବଜୋତ୍ ସିଂହ ସିଦ୍ଧୁ ଆଉ ଗଢ଼ିବେ ନାହିଁ ନିଜର ସ୍ୱତନ୍ତ୍ର ଦଳ। ସିଦ୍ଧୁଙ୍କ କହିବା ମୁତାବକ ସେ କେବଳ ଫୋରମ ପର୍ଯ୍ୟନ୍ତ ସିମୀତ ରହିବେ ଏବଂ ଯେକୌଣସି ଦଳ ସହ ମିଶିବା ପାଇଁ ରାଜି ଅଛନ୍ତି। ସେ ଏହା ମଧ୍ୟ କହିଛନ୍ତି କି, ପଞ୍ଜାବର ଉନ୍ନତି କ୍ଷେତ୍ରରେ ଯିଏ ମଧ୍ୟ ଆଗକୁ ଆସିବେ ସେ ସେଥିପାଇଁ ଯୋଗ ଦେବେ। ଏହା ପୂର୍ବରୁ ପୂର୍ବ ସାଂସଦ ତଥା କ୍ରିକେଟର ନବଜୋତ ସିଦ୍ଧୁ ଆବାଜ-ଏ-ପଞ୍ଜାବ ମୋର୍ଚ୍ଚାର ଘୋଷଣା କରିଥିଲେ। କିନ୍ତୁ ଏହାକୁ ନେଇ ଏକ ଦଳ ଗଠନ କରାଯିବ କିମ୍ବା ମୋର୍ଚ୍ଚା ପର୍ଯ୍ୟନ୍ତ ସୀମିତ ରହିବ ତାହା ସିଦ୍ଧାନ୍ତ ହୋଇନଥିଲା ।

ଆହୁରି ପଢ଼ନ୍ତୁ

ଜେରାର ସମ୍ମୁଖୀନ ହେବେ ରିୟା, ଇଡି ପଠାଇଲା ସମନ

ସୁଶାନ୍ତ ପୂର୍ବତନ ମ୍ୟାନେଜର ଦିଶାଙ୍କ ଶବ ବ୍ୟବଚ୍ଛେଦରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ

ଓୱେସୀଙ୍କ ବାବ୍ରୀ ଟ୍ୱିଟ ପାଇଁ ଏତଲା ଦେଲା ହିନ୍ଦୁ ସେନା

ଓୱେସୀ କହିଲେ, ବାବ୍ରୀ ମସଜିଦ ଥିଲା ଓ ରହିବ

ଲୁପିନର କରୋନା ଔଷଧ, ଟ୍ୟାବଲେଟର ଦାମ ୪୯ ଟଙ୍କା

ରାମ ମନ୍ଦିର ନିର୍ମାଣ ପଛରେ ଥିବା ସେହି ୧୦ ବ୍ୟକ୍ତି, ଜାଣନ୍ତୁ ସେମାନେ କିଏ

ଭୂମି ପୂଜନ ପରେ ରାଷ୍ଟ୍ରପତିଙ୍କ ଠାରୁ ରାହୁଲ ଗାନ୍ଧି ଓ ଓୱେସୀ କ’ଣ କହିଲେ

ରେକର୍ଡ: ଦିନକରେ ୫୧ ହଜାରରୁ ଅଧିକ ସୁସ୍ଥ, ୫୨ ହଜାର ଆକ୍ରାନ୍ତ

ସୁଶାନ୍ତ ମୃତ୍ୟୁ ମାମଲା: ରିୟାଙ୍କ ଆବେଦନ ଉପରେ କ’ଣ କହିଲେ ସୁପ୍ରିମକୋର୍ଟ

ଯିବେନି କହି ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହେଲେ ଉମା ଭାରତୀ

ରାମ ମନ୍ଦିର ପାଇଁ ‘ରାମ’ଙ୍କ ଟ୍ୱିଟ, ‘ସୀତା’ଙ୍କ ଶୁଭେଚ୍ଛା

ଅଯୋଧ୍ୟା ବିବାଦ: ଆରମ୍ଭରୁ ଶିଳାନ୍ୟାସ ଯାଏ, ପୂରା ଘଟଣାକ୍ରମ