ସିଦ୍ଧୁ ଗଠନ କରିବେ ନାହିଁ ସ୍ୱତନ୍ତ୍ର ଦଳ

ନୂଆଦିଲ୍ଲୀ: ପୂର୍ବ ବିଜେପି ନେତା ନବଜୋତ୍ ସିଂହ ସିଦ୍ଧୁ ଆଉ ଗଢ଼ିବେ ନାହିଁ ନିଜର ସ୍ୱତନ୍ତ୍ର ଦଳ। ସିଦ୍ଧୁଙ୍କ କହିବା ମୁତାବକ ସେ କେବଳ ଫୋରମ ପର୍ଯ୍ୟନ୍ତ ସିମୀତ ରହିବେ ଏବଂ ଯେକୌଣସି ଦଳ ସହ ମିଶିବା ପାଇଁ ରାଜି ଅଛନ୍ତି। ସେ ଏହା ମଧ୍ୟ କହିଛନ୍ତି କି, ପଞ୍ଜାବର ଉନ୍ନତି କ୍ଷେତ୍ରରେ ଯିଏ ମଧ୍ୟ ଆଗକୁ ଆସିବେ ସେ ସେଥିପାଇଁ ଯୋଗ ଦେବେ। ଏହା ପୂର୍ବରୁ ପୂର୍ବ ସାଂସଦ ତଥା କ୍ରିକେଟର ନବଜୋତ ସିଦ୍ଧୁ ଆବାଜ-ଏ-ପଞ୍ଜାବ […]

sidhu

Rakesh Mallick
  • Published: Wednesday, 21 September 2016
  • , Updated: 21 September 2016, 02:42 PM IST

ନୂଆଦିଲ୍ଲୀ: ପୂର୍ବ ବିଜେପି ନେତା ନବଜୋତ୍ ସିଂହ ସିଦ୍ଧୁ ଆଉ ଗଢ଼ିବେ ନାହିଁ ନିଜର ସ୍ୱତନ୍ତ୍ର ଦଳ। ସିଦ୍ଧୁଙ୍କ କହିବା ମୁତାବକ ସେ କେବଳ ଫୋରମ ପର୍ଯ୍ୟନ୍ତ ସିମୀତ ରହିବେ ଏବଂ ଯେକୌଣସି ଦଳ ସହ ମିଶିବା ପାଇଁ ରାଜି ଅଛନ୍ତି। ସେ ଏହା ମଧ୍ୟ କହିଛନ୍ତି କି, ପଞ୍ଜାବର ଉନ୍ନତି କ୍ଷେତ୍ରରେ ଯିଏ ମଧ୍ୟ ଆଗକୁ ଆସିବେ ସେ ସେଥିପାଇଁ ଯୋଗ ଦେବେ। ଏହା ପୂର୍ବରୁ ପୂର୍ବ ସାଂସଦ ତଥା କ୍ରିକେଟର ନବଜୋତ ସିଦ୍ଧୁ ଆବାଜ-ଏ-ପଞ୍ଜାବ ମୋର୍ଚ୍ଚାର ଘୋଷଣା କରିଥିଲେ। କିନ୍ତୁ ଏହାକୁ ନେଇ ଏକ ଦଳ ଗଠନ କରାଯିବ କିମ୍ବା ମୋର୍ଚ୍ଚା ପର୍ଯ୍ୟନ୍ତ ସୀମିତ ରହିବ ତାହା ସିଦ୍ଧାନ୍ତ ହୋଇନଥିଲା ।

Related story