ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ଜ୍ୱାଇଁ ପୋଲିସ ହାଜତରେ

ବେଙ୍ଗାଲୁରୁ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ଜ୍ୱାଇଁ ଇମରାନ ଏବେ ପୋଲିସ ହାଜତରେ। ଘରୋଇ ହିଂସା ଏବଂ ବିଶ୍ୱାସଘାତ ଅଭିଯୋଗରେ ତାଙ୍କୁ ବେଙ୍ଗାଲୁରୁ ପୋଲିସ ଗିରଫ କରିଛି। ଶିଲାଙ୍କ ଝିଅ ଲତିକା ବାରଖମ୍ବା ପୋଲିସ ଥାନାରେ ତାଙ୍କ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଦୀର୍ଘ ୧୦ମାସ ଧରି ଶିଲାଙ୍କ ଝିଅ ଓ ଜ୍ୱାଇଁ ଅଲଗା ରହିଆସୁଛନ୍ତି।

sheiladikshit

Rakesh Mallick
  • Published: Sunday, 13 November 2016
  • , Updated: 13 November 2016, 03:48 PM IST

Related story