ସୀନା ହତ୍ୟାକାଣ୍ଡ: ପୋଲିସ୍ ହେପାଜତରେ ଇନ୍ଦ୍ରାଣୀଙ୍କୁ ମାରପିଟ ଅଭିଯୋଗ

ମୁମ୍ୱାଇ: ହାଇପ୍ରୋଫାଇଲ୍ ସୀନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ପୋଲିସ ହେପାଜତରେ ମାରପିଟ୍ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ନିଜେ ଇନ୍ଦ୍ରାଣୀ ଏହି ଅଭିଯୋଗ କରିଛନ୍ତି। ତାଙ୍କ ଓକିଲ ଏନେଇ ମୁମ୍ବାଇ ପୋଲିସ୍ କମିଶନରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଇନ୍ଦ୍ରାଣୀଙ୍କ ମୁହଁରେ ଆଘାତ ଲାଗିଥିବା ସେ କହିଛନ୍ତି। ଏହି ହତ୍ୟାକାଣ୍ଡରେ ଦୋଷ ସ୍ୱୀକାର କରିବା ପାଇଁ ତାଙ୍କୁ ଚାପ ପକା ଯାଉଛି ଓ ସେଥିପାଇଁ ତାଙ୍କୁ ତଦନ୍ତକାରୀ ପୋଲିସ୍ ଅଧିକାରୀମାନେ ମାଡ଼ ମାରୁଛନ୍ତି। ସୂଚନାଯୋଗ୍ୟ, […]

endrani

Rakesh Mallick
  • Published: Monday, 31 August 2015
  • , Updated: 31 August 2015, 08:46 AM IST

ମୁମ୍ୱାଇ: ହାଇପ୍ରୋଫାଇଲ୍ ସୀନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ପୋଲିସ ହେପାଜତରେ ମାରପିଟ୍ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ନିଜେ ଇନ୍ଦ୍ରାଣୀ ଏହି ଅଭିଯୋଗ କରିଛନ୍ତି। ତାଙ୍କ ଓକିଲ ଏନେଇ ମୁମ୍ବାଇ ପୋଲିସ୍ କମିଶନରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଇନ୍ଦ୍ରାଣୀଙ୍କ ମୁହଁରେ ଆଘାତ ଲାଗିଥିବା ସେ କହିଛନ୍ତି। ଏହି ହତ୍ୟାକାଣ୍ଡରେ ଦୋଷ ସ୍ୱୀକାର କରିବା ପାଇଁ ତାଙ୍କୁ ଚାପ ପକା ଯାଉଛି ଓ ସେଥିପାଇଁ ତାଙ୍କୁ ତଦନ୍ତକାରୀ ପୋଲିସ୍ ଅଧିକାରୀମାନେ ମାଡ଼ ମାରୁଛନ୍ତି।

ସୂଚନାଯୋଗ୍ୟ, ଏହି ହତ୍ୟାକାଣ୍ଡରେ ଏଯାବତ ଇନ୍ଦ୍ରାଣୀଙ୍କ ସହିତ ତାଙ୍କର ପୂର୍ବତନ ସ୍ୱାମୀ ସଂଜୀବ ଖନ୍ନା ଓ ଡ୍ରାଇଭର ଶ୍ୟାମ ରାୟ ଗିରଫ ହୋଇଛନ୍ତି।

Related story