ଦିଲ୍ଲୀ ଦଙ୍ଗା: ଚାର୍ଜସିଟରେ ସୀତାରାମ ୟେଚୁରୀ, ଯୋଗେନ୍ଦ୍ର ଯାଦବଙ୍କ ନାଁ

ନୂଆଦିଲ୍ଲୀ: ଆଉ ଦୁଇ ଦିନ ପରେ ସଂସଦର ମୌସୁମୀ ଅଧିବେଶନ। ବିଭିନ୍ନ ପ୍ରସଙ୍ଗରେ ସରକାରକୁ ଘେରିବା ପାଇଁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି। ଅନ୍ୟପଟେ ଫେବୃଆରୀରେ ହୋଇଥିବା ଦିଲ୍ଲୀ ଦଙ୍ଗା ମାମଲାର ଚାର୍ଜସିଟ୍ ସାମ୍ନାକୁ ଆସିଛି। ଏହି ଦଙ୍ଗା ମାମଲାରେ ଦିଲ୍ଲୀ ପୁଲିସ ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟରେ ଆସିଥିବା ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିବା ପରେ ବିରୋଧୀଙ୍କୁ ଜବାବ ଦେବା ପାଇଁ ସରକାର ମଧ୍ୟ ଫୁଲ ପ୍ରସ୍ତୁତ ବୋଲି ଜଣାପଡ଼ିଛି। ଦିଲ୍ଲୀ ପୁଲିସ କେନ୍ଦ୍ର ସରକାରଙ୍କ ଅଧୀନରେ […]

sitaram-yechury

sitaram-yechury

Subhransu Sekhar
  • Published: Saturday, 12 September 2020
  • Updated: 13 September 2020, 02:48 AM IST

Sports

Latest News

ନୂଆଦିଲ୍ଲୀ: ଆଉ ଦୁଇ ଦିନ ପରେ ସଂସଦର ମୌସୁମୀ ଅଧିବେଶନ। ବିଭିନ୍ନ ପ୍ରସଙ୍ଗରେ ସରକାରକୁ ଘେରିବା ପାଇଁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି। ଅନ୍ୟପଟେ ଫେବୃଆରୀରେ ହୋଇଥିବା ଦିଲ୍ଲୀ ଦଙ୍ଗା ମାମଲାର ଚାର୍ଜସିଟ୍ ସାମ୍ନାକୁ ଆସିଛି। ଏହି ଦଙ୍ଗା ମାମଲାରେ ଦିଲ୍ଲୀ ପୁଲିସ ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟରେ ଆସିଥିବା ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିବା ପରେ ବିରୋଧୀଙ୍କୁ ଜବାବ ଦେବା ପାଇଁ ସରକାର ମଧ୍ୟ ଫୁଲ ପ୍ରସ୍ତୁତ ବୋଲି ଜଣାପଡ଼ିଛି।

ଦିଲ୍ଲୀ ପୁଲିସ କେନ୍ଦ୍ର ସରକାରଙ୍କ ଅଧୀନରେ ରହିଛି। ଅଭିବୃଦ୍ଧି ହାର, ବେକାରୀ ଆଦି ଅନେକ ପ୍ରସଙ୍ଗ ରହିଥିବା ବେଳେ ଏପରି ସମୟରେ ଦିଲ୍ଲୀ ପୁଲିସର ଚାର୍ଜସିଟ୍ ସାମ୍ନାକୁ ଆସିବା ନେଇ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଦଙ୍ଗା ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବରେ ସିପିଏମ୍ ମହାସଚିବ ସୀତାରାମ ୟେଚୁରୀ, ସ୍ୱରାଜ ଅଭିଆନ୍ ନେତା ଯୋଗେନ୍ଦ୍ର ଯାଦବ, ଅର୍ଥନୀତିଜ୍ଞ ଜୟନ୍ତୀ ଘୋଷ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଆପୋରଭାନନ୍ଦଙ୍କ ନାମ ଦାଖଲ କରିଛି। ସେହିପରି ସହ ଷଡ଼ଯନ୍ତ୍ରକାରୀ ଭାବରେ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ନିର୍ମାତା ରାହୁଲ ରୟଙ୍କ ନାମିତ କରିଛି। ଦିଲ୍ଲୀ ପୁଲିସର ଏହି ଚାର୍ଜସିଟ୍ ସାମ୍ନାକୁ ଆସିବା ପରେ 'ଅର୍ବାନ ନକ୍ସଲ'ର ନାରା ପୁଣି ଥରେ ସାମ୍ନାକୁ ଆସିଛି।

ସିଏଏ-ଏଆରସିକୁ ମୁସଲିମ ବିରୋଧୀ ବୋଲି କହି ଫେବୃଆରୀର ଏହି ଦଙ୍ଗା ହୋଇଥିଲା। ଏହି ଦଙ୍ଗା ମାମଲାରେ କେନ୍ଦ୍ର ସରକାର ଅନେକ ସମାଲୋଚନାର ଶିକାର ହୋଇଥିଲେ। କେନ୍ଦ୍ର ସରକାରଙ୍କ ଭାବମୂର୍ତ୍ତି ଖରାପ କରିବା ପାଇଁ ଆନ୍ଦୋଳନକାରୀଙ୍କୁ ଚାର୍ଜସିଟରେ ଦାଖଲ ହୋଇଥିବା ବ୍ୟକ୍ତିମାନେ ପ୍ରବର୍ତ୍ତାଇଥିଲେ ବୋଲି ଦିଲ୍ଲୀ ପୁଲିସର ଚାର୍ଜସିଟରୁ ଜଣାପଡ଼ିଛି।

ଚାର୍ଜସିଟରେ ଦର୍ଶାଯାଇଛି ଯେ ୟେଚୁରୀ ଏବଂ ଯୋଗେନ୍ଦ୍ର ଯାଦବଙ୍କ ବ୍ୟତୀତ ଫାତିମାଙ୍କ ବିବୃତ୍ତିରେ ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର, ୟୁନାଇଟେଡ୍ ଆଣ୍ଟି ହେଟ୍ କାର୍ଯ୍ୟକର୍ତ୍ତା ଓମାର ଖାଲିଦ ଏବଂ ପୂର୍ବତନ ବିଧାୟକ ମାଟିନ୍ ଅହମ୍ମଦ ଏବଂ ବିଧାୟକ ଅମାନତୁଲ୍ଲା ଖାନଙ୍କ ନାମ ମଧ୍ୟ ରହିଛି। ଏମାନଙ୍କୁ ମଧ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଛି ପୁଲିସ। ଏମାନେ ହିଂସା ଷଡଯନ୍ତ୍ରକାରୀଙ୍କ ପାଇଁ ସହଯୋଗ କରୁଥିଲେ ବୋଲି କୁହାଯାଇଛି। ପୁଲିସ ଦାବି କରିଛି ଯେ ଫାତିମା ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ତାଙ୍କୁ 'ଭାରତ ସରକାରଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ' ଏକ ପ୍ରଦର୍ଶନ କରିବାକୁ କୁହାଯାଇଛି।

ଫେବୃଆରୀ ୨୩ ରୁ ୨୬ ମଧ୍ୟରେ ଦିଲ୍ଲୀର ଉତ୍ତର ପୂର୍ବ ଜିଲ୍ଲାରେ ଏହି ଦଙ୍ଗା ହୋଇଥିଲା। ଏହି ଦଙ୍ଗାରେ ୫୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୮୧ ଜଣ ଆହତ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ୯୧ ଜଣ ଗୁଳି ବାଜିବାରୁ ଆହତ ହୋଇଥିବା ଚାର୍ଜସିଟରେ ଦର୍ଶାଯାଇଛି। ଚାର୍ଜସିଟରେ ଦାଖଲ ହୋଇଥିବା ତିନି ଛାତ୍ରଙ୍କ ବୟାନ ଆଧାରରେ ପୁଲିସ ଅନ୍ୟ ବ୍ୟକ୍ତିଙ୍କୁ ଅଭିଯୁକ୍ତ ଦର୍ଶାଇଛି।

ତିନି ଛାତ୍ର ହେଲେ ଜେଏନୟୁ ଛାତ୍ର ଦେବଙ୍ଗନା କାଲିଟା, ଜାମିଆ ମିଲିଆ ଇସଲାମିଆର ଛାତ୍ର ନତାଶା ନରୱାଲ ଏବଂ ଗୁଲଫିଶା ଫାତିମା ମଧ୍ୟ ପିଞ୍ଜରା ତୋଡର ସଦସ୍ୟ। ଏହି ତିନି ଦିଲ୍ଲୀ ଜାଫରବାଦ ହିଂସା ମାମଲାରେ ଅଭିଯୁକ୍ତ ବୋଲି ପୁଲିସ ଦର୍ଶାଇଛି। ଫେବୃଆରରୀ ହୋଇଥିବା ଏହି ଦଙ୍ଗା ଜେଏନୟୁରୁ ଆରମ୍ଭ ହୋଇ ଉତ୍ତର-ପୂର୍ବ ଦିଲ୍ଲୀର ଅନ୍ୟ ଅଞ୍ଚଳକୁ ବ୍ୟାପିଥିଲା।

ମୋସୁମୀ ଅଧିବେଶନ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ସାର୍ବଜନୀନ ହୋଇଥିବା ଚାର୍ଜସିଟରେ ଦିଲ୍ଲୀ ପୁଲିସ ଦାବି କରିଛି ଯେ କଳିତା ଏବଂ ନରୱାଲ କେବଳ ଏହି ଦଙ୍ଗାରେ ସମ୍ପୃକ୍ତ ଥିବା କଥା ସ୍ୱୀକାର କରିନାହାନ୍ତି ବରଂ ସେମାନଙ୍କୁ ପ୍ରବର୍ତ୍ତାଇଥିବା ଘୋଷ, ଅପୂର୍ବାନନ୍ଦ ଏବଂ ରୟଙ୍କ ନାମ ମଧ୍ୟ କହିଛନ୍ତି। ସଂଶୋଧିତ ନାଗରିକତା ଅଧିନିୟମ (ସିଏଏ) ବିରୋଧରେ ବିରୋଧ କରିବା ପାଇଁ ସମସ୍ତ ପ୍ରକାର ରଣନୀତି ଆପଣାଇବାକୁ ଏମାନେ ଛାତ୍ରମାନଙ୍କୁ କହିଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story