ରାଜ୍ୟସଭାରେ ବିରୋଧୀଙ୍କ ଆଚରଣ ସଂସଦର ଗାରିମାକୁ ନଷ୍ଟ କରିଛି: ରାଜନାଥ

ନୂଆଦିଲ୍ଲୀ: ରାଜ୍ୟସଭାରେ ଚାଷୀ ବିଲ୍ ପାରିତ ବେଳେ ବିରୋଧୀଙ୍କ ଆଚରଣକୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ର ସରକାର। ଛଅ କ୍ୟାବିନେଟ ମନ୍ତ୍ରୀଙ୍କୁ ଆଜି ସରକାର ପ୍ରେସ କନଫରେନସ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ରାଜ୍ୟସଭା ସଂସଦର ଉଚ୍ଚତମ ସଦନ। ଯାହା ବି ବିରୋଧୀ କରିଛନ୍ତି ତାହା ସଂସଦର ଗାରିମାକୁ କ୍ଷତି ପହଞ୍ଚାଇଛି। ଉପାଧ୍ୟକ୍ଷ ହରିବଂଶ ନାରାୟଣଙ୍କୁ ଚେୟାର ନିକଟକୁ ବିରୋଧୀ ସଂସଦ ଆସି ଚଢ଼ିଯିବା, ମାଇକ ଭାଙ୍ଗିବା, ରୁଲ୍ ବୁକ ଚିରି ଦେବା ନିନ୍ଦନୀୟ […]

rajnath-singh-pc-sixteen_nine (1)

rajnath-singh-pc-sixteen_nine (1)

Subhransu Sekhar
  • Published: Sunday, 20 September 2020
  • Updated: 20 September 2020, 08:36 PM IST

Sports

Latest News

ନୂଆଦିଲ୍ଲୀ: ରାଜ୍ୟସଭାରେ ଚାଷୀ ବିଲ୍ ପାରିତ ବେଳେ ବିରୋଧୀଙ୍କ ଆଚରଣକୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ର ସରକାର। ଛଅ କ୍ୟାବିନେଟ ମନ୍ତ୍ରୀଙ୍କୁ ଆଜି ସରକାର ପ୍ରେସ କନଫରେନସ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ରାଜ୍ୟସଭା ସଂସଦର ଉଚ୍ଚତମ ସଦନ। ଯାହା ବି ବିରୋଧୀ କରିଛନ୍ତି ତାହା ସଂସଦର ଗାରିମାକୁ କ୍ଷତି ପହଞ୍ଚାଇଛି।

ଉପାଧ୍ୟକ୍ଷ ହରିବଂଶ ନାରାୟଣଙ୍କୁ ଚେୟାର ନିକଟକୁ ବିରୋଧୀ ସଂସଦ ଆସି ଚଢ଼ିଯିବା, ମାଇକ ଭାଙ୍ଗିବା, ରୁଲ୍ ବୁକ ଚିରି ଦେବା ନିନ୍ଦନୀୟ ବୋଲି ରାଜନାଥ କହିଛନ୍ତି। ଯଦି ଉପାଧ୍ୟକ୍ଷ ଅଣଦେଖା କରିଛନ୍ତି ବିରୋଧୀଙ୍କ ହିସାବରେ ତାହେଲେ ଏହାର ଅର୍ଥ କଣ ମାଇକ ଭାଙ୍ଗିବା ଏବଂ ରୁଲ୍ ବୁକ ଚିରିବା ଆବଶ୍ୟକ ଥିଲା କି ବୋଲି ରାଜନାଥ କହିଛନ୍ତି। ଯେଉଁ ସରକାର ଚାଷୀଙ୍କ ଭୋଟ୍ ପାଇ ସରକାର ଗଢ଼ିଛନ୍ତି ସେମାନଙ୍କ ବିରୋଧରେ ସରକାର କେବେ ବିଲ୍ ଆଣିବେ କି? ବିରୋଧୀ କେବେଳ ଭ୍ରମିତ କରିବା ପାଇଁ ଏଭଳି କରୁଛନ୍ତି ବୋଲି ରାଜନାଥ କହିଛନ୍ତି।

ସେହିପରି ଏମଏସପି ଏବଂ ଏପିଏମସି ଆକ୍ଟକୁ ନେଇ ରାଜନାଥ ସିଂ ସ୍ପଷ୍ଟ କରିଛନ୍ତି ଯେ ଦୁଇଟି ଯାକ ରହିଛି। ବିରୋଧୀ ଭ୍ରମ ସୃଷ୍ଟି କରୁଛନ୍ତି।

କେନ୍ଦ୍ର ସରକାରଙ୍କ ଦ୍ୱାରା ହୋଇଥିବା ଏହି ପ୍ରେସ କନଫରେନସରେ ଛଅ କେନ୍ଦ୍ରମନ୍ତ୍ରୀ ଥିଲେ। ରାଜନାଥ ସିଂ, ପ୍ରକାଶ ଜାଭଡେକର, ପ୍ରହ୍ଲାଦ ଯୋଶୀ, ପୀୟୁଷ ଗୋୟଲ, ଥୱାର ଚାନ୍ଦ ଗେହଲୋଟ୍ ଏବଂ ମୁଖାର୍ ଅବ୍ବାସ ନାକଭି ପ୍ରମୁଖ ପ୍ରେସ କନଫରେନସ ବେଳେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଗୃହ ଚାଲିଲା ବେଳେ ଯେଉଁମାନେ ବିଶୃଙ୍ଖଳିତ ଆଚରଣ ଦେଖାଇଛନ୍ତି ସେମାନଙ୍କ ବିରୋଧରେ ଗୃହର ଅଧ୍ୟକ୍ଷ ଭେଙ୍କୟା ନାଇଡୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଅନ୍ୟପଟେ ବିଲ୍ ପାରିତ ବେଳେ ଗୃହ ପରିଚାଳନା କରୁଥିବା ଉପାଧ୍ୟକ୍ଷ ହରିବଂଶ ନାରାୟଣଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାହ ଆଣିଛନ୍ତି ବିରୋଧୀ।

ଆଜି ଗୃହରେ ବିଲ୍ ପାରିତ ହେବା ବେଳେ ଟିଏମସି ସାଂସଦ ଡେରେକ ଓ’ବ୍ରାଇନ୍ ହରିବଂଶ ନାରାୟଣଙ୍କ ପାଖକୁ ଯାଇ ସଂସଦର ରୁଲ୍ ବୁକକୁ ଚିରି ଦେଇଥିଲେ। କେବଳ ଏତିକି ନୁହେଁ ଟିଏମସି ସାଂସଦ ଜଣଙ୍କ ଉପାଧ୍ୟକ୍ଷଙ୍କ ମାଇକ୍ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ତେବେ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ମାଇକ୍ ଭାଙ୍ଗି ଦେଇଥିଲେ।

ଗୃହରେ ବିରୋଧୀଙ୍କ ଏଭଳି ବିଶୃଙ୍ଖଳାକୁ ନେଇ ରାଜ୍ୟସଭା ଅଧ୍ୟକ୍ଷ ଅସନ୍ତୋଷ ପ୍ରକାଶ କରିଥିବା ସୂଚନା ରହିଛି। ନିୟମ ଅନୁୟାୟୀ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବା ପରେ ଏଭଳି ଆକଳନ କରାଯାଇଥିବା ଏଏନଆଇ ସୂତ୍ରରୁ ଜଣାପଡ଼ିଛି।

ସେପଟେ ଗୃହ ପରିଚାଳନା କରୁଥିବା ଉପାଧ୍ୟକ୍ଷ ହରିବଂଶଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ବିରୋଧୀ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ ସାଂସଦ ଅହମ୍ମଦ ପଟେଲ କହିଛନ୍ତି ଯେ ଆଜିର ଦିନ ଇତିହାସରେ 'କଳା ଦିନ' ଭାବରେ ସ୍ମରଣୀୟ ହୋଇ ରହିବ। ଗଣତନ୍ତ୍ର ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ହତ୍ୟା କରି ଏହି ବିଲ୍ ପାରିତ କରାଯାଇଛି। 12ଟି ବିରୋଧୀ ଦଳ ରାଜ୍ୟସଭା ଉପାଧ୍ୟକ୍ଷଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିଛନ୍ତି। ଉପାଧ୍ୟକ୍ଷ ଗଣତାନ୍ତ୍ରିକ ପରମ୍ପରାକୁ ସୁରକ୍ଷା ଦେବା ଉଚିତ୍ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story