ରାୟବରେଲୀ ଓ ଅମେଠି ଲୋକଙ୍କୁ ଖୋଲାଚିଠି ଲେଖିଲେ ସୋନିଆ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ସୋନିଆ ଗାନ୍ଧି ଅମେଠି ଓ ରାୟବରେଲୀର ଜନସାଧାରଣଙ୍କୁ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ମୋଦି ସରକାରଙ୍କୁ ଟାର୍ଗେଟ କରିବା ସହ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି। ଚିଠିରେ ସୋନିଆ ରାୟବରେଲୀ ଓ ଅମେଠିର ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ କେନ୍ଦ୍ରର ମୋଦି ସରକାର କାମକୁ ଦେଖି କଂଗ୍ରେସର ହାତକୁ ମଜବୁତ କର। ମୋଦି ସରକାରଙ୍କ ନିଷ୍ପତ୍ତି ଯୋଗୁଁ କୃଷକ, ଯୁବଗୋଷ୍ଠୀ […]

sonia

Rakesh Mallick
  • Published: Wednesday, 22 February 2017
  • , Updated: 22 February 2017, 04:59 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ସୋନିଆ ଗାନ୍ଧି ଅମେଠି ଓ ରାୟବରେଲୀର ଜନସାଧାରଣଙ୍କୁ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ମୋଦି ସରକାରଙ୍କୁ ଟାର୍ଗେଟ କରିବା ସହ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି।

ଚିଠିରେ ସୋନିଆ ରାୟବରେଲୀ ଓ ଅମେଠିର ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ କେନ୍ଦ୍ରର ମୋଦି ସରକାର କାମକୁ ଦେଖି କଂଗ୍ରେସର ହାତକୁ ମଜବୁତ କର। ମୋଦି ସରକାରଙ୍କ ନିଷ୍ପତ୍ତି ଯୋଗୁଁ କୃଷକ, ଯୁବଗୋଷ୍ଠୀ ଓ ଗରିବଙ୍କ କିଛି ଲାଭ ହେଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

Related story