ଦକ୍ଷିଣ କୋରିଆରେ ୫.୪ ତୀବ୍ରତାର ଭୂମିକମ୍ପ

ସିଓଲ: ସୋମବାର ସନ୍ଧ୍ୟାରେ ଦକ୍ଷିଣ କୋରିଆର ଦକ୍ଷିଣାଞ୍ଚଳରେ ରିକ୍ଟର ସ୍କେଲରେ ୫.୪ ତିବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର କିଛି ସମୟ ପୂର୍ବରୁ ୪.୯ ତିବ୍ରତାର ଭୂମିକମ୍ପରେ ହୋଇଥିଲା ବୋଲି ୟୁଏସ୍‌ ଜିଓଲୋଜିକାଲ ସର୍ଭେ କହିଛି। ଏହି ଭୂମିକେନ୍ଦ୍ରର କେନ୍ଦ୍ରସ୍ଥଳ ଝିଓନ୍‌ ଝୌ ସହରରେ ବୋଲି କୋରିଆ ପକ୍ଷରୁ କୁହାଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ଭୂମିକମ୍ପ ସମୟରେ ମୋବାଇଲ ସେବା, ଇଣ୍ଟରନେଟ୍‌, ପରମାଣୁ ରିଆକ୍ଟର କିଛି ସେକେଣ୍ଡ ପାଇଁ ବନ୍ଧ […]

south-korea-map

Rakesh Mallick
  • Published: Monday, 12 September 2016
  • , Updated: 04 May 2017, 03:44 PM IST

ସିଓଲ: ସୋମବାର ସନ୍ଧ୍ୟାରେ ଦକ୍ଷିଣ କୋରିଆର ଦକ୍ଷିଣାଞ୍ଚଳରେ ରିକ୍ଟର ସ୍କେଲରେ ୫.୪ ତିବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର କିଛି ସମୟ ପୂର୍ବରୁ ୪.୯ ତିବ୍ରତାର ଭୂମିକମ୍ପରେ ହୋଇଥିଲା ବୋଲି ୟୁଏସ୍‌ ଜିଓଲୋଜିକାଲ ସର୍ଭେ କହିଛି।

ଏହି ଭୂମିକେନ୍ଦ୍ରର କେନ୍ଦ୍ରସ୍ଥଳ ଝିଓନ୍‌ ଝୌ ସହରରେ ବୋଲି କୋରିଆ ପକ୍ଷରୁ କୁହାଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ଭୂମିକମ୍ପ ସମୟରେ ମୋବାଇଲ ସେବା, ଇଣ୍ଟରନେଟ୍‌, ପରମାଣୁ ରିଆକ୍ଟର କିଛି ସେକେଣ୍ଡ ପାଇଁ ବନ୍ଧ ହୋଇଯାଇଥିବା କୋରିଆ ପକ୍ଷରୁ କୁହାଯାଇଛି।

Related story