ଦୋଷ ଲଦିଲେ ପ୍ରଜ୍ଞା, ଜବାବ ଦେଲା ସ୍ୱାଇସ ଜେଟ୍

ଭୋପାଳ: ପୁଣି ଚର୍ଚ୍ଚାରେ ବିଜେପିର ଭୋପାଳ ସାଂସଦ ପ୍ରଜ୍ଞା ଠାକୁର। ମାଲେଗାଁଓ ବିସ୍ଫୋରଣ ଘଟଣାର ଏହି ଅଭିଯୁକ୍ତ ଚଳିତ ଥର କୌଣସି ବିବାଦୀୟ ମନ୍ତବ୍ୟ ନୁହେଁ ବରଂ ବିମାନରେ ନିଜର ମନମାନି ଜାହିର କରିବାକୁ ଚେଷ୍ଟା କରିଥିବା ଦେଖିବାକୁ ମିଳିଛି। ଶନିବାର ସ୍ୱାଇସ ଜେଟ୍ ବିମାନ ବିରୋଧରେ ଅଭିଯୋଗ କରିବା ପରେ ଆଜି ସ୍ପାଇସ ଜେଟ୍ ବିମାନ କର୍ତ୍ତୁପକ୍ଷ ଭୋପାଳ ବିଜେପି ସାଂସଦଙ୍କ ଅଭିଯୋଗର ଜବାବ ରଖିଛି। ଶନିବାର ଦିଲ୍ଲୀରୁ ଭୋପାଳ ୭୮ ଆସନ ବିଶିଷ୍ଟ ସ୍ପାଇସ […]

PRAGNYA THAKUR

PRAGNYA THAKUR

Subhransu Sekhar
  • Published: Sunday, 22 December 2019
  • Updated: 22 December 2019, 01:46 PM IST

Sports

Latest News

ଭୋପାଳ: ପୁଣି ଚର୍ଚ୍ଚାରେ ବିଜେପିର ଭୋପାଳ ସାଂସଦ ପ୍ରଜ୍ଞା ଠାକୁର। ମାଲେଗାଁଓ ବିସ୍ଫୋରଣ ଘଟଣାର ଏହି ଅଭିଯୁକ୍ତ ଚଳିତ ଥର କୌଣସି ବିବାଦୀୟ ମନ୍ତବ୍ୟ ନୁହେଁ ବରଂ ବିମାନରେ ନିଜର ମନମାନି ଜାହିର କରିବାକୁ ଚେଷ୍ଟା କରିଥିବା ଦେଖିବାକୁ ମିଳିଛି। ଶନିବାର ସ୍ୱାଇସ ଜେଟ୍ ବିମାନ ବିରୋଧରେ ଅଭିଯୋଗ କରିବା ପରେ ଆଜି ସ୍ପାଇସ ଜେଟ୍ ବିମାନ କର୍ତ୍ତୁପକ୍ଷ ଭୋପାଳ ବିଜେପି ସାଂସଦଙ୍କ ଅଭିଯୋଗର ଜବାବ ରଖିଛି।

ଶନିବାର ଦିଲ୍ଲୀରୁ ଭୋପାଳ ୭୮ ଆସନ ବିଶିଷ୍ଟ ସ୍ପାଇସ ଜେଟ୍ ବିମାନରେ ପ୍ରଜ୍ଞା ଠାକୁର ଆସିଥିଲେ। ସେ ବିମାନର ଜରୁରୀକାଳୀନ ସିଟର ଆଗ ଧାଡ଼ିରେ ତାଙ୍କ ସିଟ୍ ପାଇଁ ଟିକେଟ କାଟିଥିଲେ। ହେଲେ ପ୍ରଜ୍ଞା ଠାକୁର ହ୍ୱିଲ୍ ଚେୟାରରେ ଆସିଥିବା ଦେଖି ବିମାନରେ ଥିବା କ୍ରିଉ ସଦସ୍ୟ ତାଙ୍କ ସିଟ୍ ଅନ୍ୟ ଏକ ସ୍ଥାନକୁ ବଦଳି କରିଦେଇଥିଲେ। ପ୍ରଜ୍ଞା ଠାକୁର ଅସୁସ୍ଥ ବ୍ୟକ୍ତି ହୋଇଥିବାରୁ ସୁରକ୍ଷା କାରଣରୁ ସେ ଜରୁରୀକାଳୀନ ସିଟର ଆଗ ଧାଡ଼ିରେ ବସିପାରିବେ ନାହିଁ ବୋଲି ବିମାନର କ୍ରିଉ ସଦସ୍ୟ କହିଥିଲେ। ଏହାକୁ ନେଇ ପ୍ରଜ୍ଞା ଠାକୁର ଅସନ୍ତୋଷ ପ୍ରକାଶ କରିଥିଲେ ଏମିତିକି ସେହି ସିଟରେ ବସିବେ ବୋଲି ଜିଦ୍ ଧରିଥିଲେ। ହେଲେ ବିମାନରେ ଥିବା ଯାତ୍ରୀମାନଙ୍କ ଅନୁରୋଧ କ୍ରମେ ସେ ତାଙ୍କ ସିଟ୍ ପରିବର୍ତ୍ତନ କରି ବସିଥିଲେ ବୋଲି ସ୍ପାଇସ୍ ଜେଟ୍ ଆଜି କହିଛି।

ତେବେ ଭୋପାଳରେ ବିମାନ ଅବତରରଣ କରିବା ପରେ କିଛି ସମୟ ପାଇଁ ବିମାନରୁ ପ୍ରଜ୍ଞା ଠାକୁର ଓହ୍ଲାଇନଥିଲେ। ଯାହାକୁ ନେଇ ବିମାନ କର୍ତ୍ତୁପକ୍ଷ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ଭୋପାଳ ବିମାନବନ୍ଦର କର୍ତ୍ତୁପକ୍ଷଙ୍କ ପାଖରେ ସ୍ପାଇସ ଜେଟ୍ ବିମାନ ସଦସ୍ୟ ଖରାପ ବ୍ୟବହାର ଦେଖାଇଥିବା ଅଭିଯୋଗ ସାଙ୍ଗକୁ ତାଙ୍କ ସିଟ୍ ହଠାତ୍ ବଦଳି କରାଯାଇଥିବା ଅଭିଯୋଗ ଆଣିଥିଲେ ଭୋପାଳ ବିଜେପି ସାଂସଦ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story