ସୁଷମା ସ୍ୱରାଜଙ୍କ ପରଲୋକରେ କ୍ରୀଡ଼ା ଜଗତ ସ୍ତବ୍ଧ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ନେତ୍ରୀ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ମଙ୍ଗଳବାର ରାତିରେ ଏମ୍ସରେ ୬୭ ବର୍ଷ ବୟସରେ ପରଲୋକ ହୋଇଛି। ମଙ୍ଗଳବାର ରାତିରେ ଛାତିରେ ଯନ୍ତ୍ରଣା ଯୋଗୁ ସୁଷମାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା। ତାଙ୍କୁ ରାତି ୯ଟା ବେଳେ ଏମ୍ସ ହସ୍ପିଟାଲ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ବଞ୍ଚାଇ ପାରିନଥିଲେ। Deeply saddened to hear about the passing away of Sushma Swaraj Ji. May her […]

SUSHMA

SUSHMA

Ranjit Kumar Jena
  • Published: Wednesday, 07 August 2019
  • Updated: 07 August 2019, 06:01 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ନେତ୍ରୀ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ମଙ୍ଗଳବାର ରାତିରେ ଏମ୍ସରେ ୬୭ ବର୍ଷ ବୟସରେ ପରଲୋକ ହୋଇଛି। ମଙ୍ଗଳବାର ରାତିରେ ଛାତିରେ ଯନ୍ତ୍ରଣା ଯୋଗୁ ସୁଷମାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା। ତାଙ୍କୁ ରାତି ୯ଟା ବେଳେ ଏମ୍ସ ହସ୍ପିଟାଲ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ବଞ୍ଚାଇ ପାରିନଥିଲେ।

ସୁଷମାଙ୍କ ବିୟୋଗରେ ସାରା ଦେଶରେ ଶୋକାକୁଳ ବାତାବରଣ ସୃଷ୍ଟି ହୋଇଛି। ଏଥିରେ କ୍ରୀଡ଼ାଜଗତ ମଧ୍ୟ ସାମିଲ୍ ହୋଇଛି। କିମ୍ବଦନ୍ତୀ କ୍ରିକେଟର୍ ସଚିନ୍ ତେନ୍ଦୁଲକର ଟ୍ୱିଟ୍ ଜରିଆରେ ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସଚିନ କହିଛନ୍ତି, "ସୁଷମା ସ୍ୱରାଜ ଜୀ'ଙ୍କ ବିୟୋଗ ଖବର ଶୁଣି ବହୁତ ଦୁଃଖ ଲାଗିଲା। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। ସେ ମହିଳା ସଶକ୍ତିକରରଣ ପ୍ରତୀକ ଏବଂ ବିଶ୍ୱର କୋଣ ଅନୁକୋଣରେ ଥିବା ନାଗରିକଙ୍କ ଭଲମନ୍ତ ଖବର ବୁଝୁଥିଲେ।"

ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ମଧ୍ୟ ଦୁଃଖ ପ୍ରକାଶ କରି କହିଛନ୍ତି, "ସୁଷମା ଜୀ'ଙ୍କ ପରଲୋକ ଖବର ଶୁଣି ବହୁତ ଦୁଃଖ ଲାଗିଲା। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ।"

କ୍ରିକେଟରରୁ ସାଂସଦ ହୋଇଥିବା ଗୌତମ ଗମ୍ଭୀର କହିଛନ୍ତି, "ମୁଁ ଅଭିଜ୍ଞ ରାଜନେତ୍ରୀ ଏବଂ ବିଜେପିର ମଜଭୁତ୍ ସ୍ତମ୍ଭ କୁହାଯାଉଥିବା ସୁଷମା ସ୍ୱରାଜ ଜୀ'ଙ୍କ ପରଲୋକରେ ଦୁଃଖିତ। ସମେସ୍ତ ତାଙ୍କୁ ଭଲ ପାଉଥିଲେ। ତାଙ୍କୁ ବର୍ତ୍ତମାନ ସମୟର ସବୁଠାରୁ ସାହାଯ୍ୟକାରୀ ଏବଂ ପ୍ରଭାବୀ ରାଜନେତ୍ରୀ ମନେ ରଖାଯିବ। ତାଙ୍କ ପରିବାର ଓ ବନ୍ଧୁପରିଜନଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି। ଭାରତ ପାଇଁ ବହୁତ ବଡ଼ କ୍ଷତି।"

ଏମାନଙ୍କ ବ୍ୟତୀତ କ୍ରିକେଟର୍ ବୀରେନ୍ଦ୍ର ସେହ୍ୱାଗ, ସୁରେଶ ରାଇନା, ମହମ୍ମଦ କୈଫ, ଆକାଶ ଚୋପ୍ରା, ବକ୍ସର ବିଜେନ୍ଦର ସିଂହ, ଟେନିସ୍ ତାରକା ସାନିଆ ମିର୍ଜା, ଶଟଲର ପିଭି ସିନ୍ଧୁ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରନ୍ ରିଜିଜୁ, ପୂର୍ବତନ ଅଲିମ୍ପିଆନ୍ ରାଜ୍ୟବର୍ଦ୍ଧନ ସିଂହ ରାଠୋର ମଧ୍ୟ ଟ୍ୱିଟ୍ ଜରିଆରେ ଶୋକ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story