ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ନେତ୍ରୀ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ମଙ୍ଗଳବାର ରାତିରେ ଏମ୍ସରେ ୬୭ ବର୍ଷ ବୟସରେ ପରଲୋକ ହୋଇଛି। ମଙ୍ଗଳବାର ରାତିରେ ଛାତିରେ ଯନ୍ତ୍ରଣା ଯୋଗୁ ସୁଷମାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା। ତାଙ୍କୁ ରାତି ୯ଟା ବେଳେ ଏମ୍ସ ହସ୍ପିଟାଲ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ବଞ୍ଚାଇ ପାରିନଥିଲେ।
Deeply saddened to hear about the passing away of Sushma Swaraj Ji.
May her soul rest in peace.
She was an icon of women empowerment and the one who cared for citizens from all corners of the world.— Sachin Tendulkar (@sachin_rt) August 7, 2019
ସୁଷମାଙ୍କ ବିୟୋଗରେ ସାରା ଦେଶରେ ଶୋକାକୁଳ ବାତାବରଣ ସୃଷ୍ଟି ହୋଇଛି। ଏଥିରେ କ୍ରୀଡ଼ାଜଗତ ମଧ୍ୟ ସାମିଲ୍ ହୋଇଛି। କିମ୍ବଦନ୍ତୀ କ୍ରିକେଟର୍ ସଚିନ୍ ତେନ୍ଦୁଲକର ଟ୍ୱିଟ୍ ଜରିଆରେ ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସଚିନ କହିଛନ୍ତି, "ସୁଷମା ସ୍ୱରାଜ ଜୀ'ଙ୍କ ବିୟୋଗ ଖବର ଶୁଣି ବହୁତ ଦୁଃଖ ଲାଗିଲା। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। ସେ ମହିଳା ସଶକ୍ତିକରରଣ ପ୍ରତୀକ ଏବଂ ବିଶ୍ୱର କୋଣ ଅନୁକୋଣରେ ଥିବା ନାଗରିକଙ୍କ ଭଲମନ୍ତ ଖବର ବୁଝୁଥିଲେ।"
Deeply saddened by the news of Sushma Ji's demise, may her soul rest in peace. 🙏🏼
— Virat Kohli (@imVkohli) August 7, 2019
ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ମଧ୍ୟ ଦୁଃଖ ପ୍ରକାଶ କରି କହିଛନ୍ତି, "ସୁଷମା ଜୀ'ଙ୍କ ପରଲୋକ ଖବର ଶୁଣି ବହୁତ ଦୁଃଖ ଲାଗିଲା। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ।"
I'm beyond aggrieved at the passing away of Smt. #SushmaSwaraj A veteran politician and a pillar of the BJP, she was loved by everyone. She will be remembered as the most endearing & helpful politicians of recent times. My condolences to her family and friends. A huge loss for 🇮🇳 pic.twitter.com/JdI0vPxRJP
— Gautam Gambhir (@GautamGambhir) August 6, 2019
କ୍ରିକେଟରରୁ ସାଂସଦ ହୋଇଥିବା ଗୌତମ ଗମ୍ଭୀର କହିଛନ୍ତି, "ମୁଁ ଅଭିଜ୍ଞ ରାଜନେତ୍ରୀ ଏବଂ ବିଜେପିର ମଜଭୁତ୍ ସ୍ତମ୍ଭ କୁହାଯାଉଥିବା ସୁଷମା ସ୍ୱରାଜ ଜୀ'ଙ୍କ ପରଲୋକରେ ଦୁଃଖିତ। ସମେସ୍ତ ତାଙ୍କୁ ଭଲ ପାଉଥିଲେ। ତାଙ୍କୁ ବର୍ତ୍ତମାନ ସମୟର ସବୁଠାରୁ ସାହାଯ୍ୟକାରୀ ଏବଂ ପ୍ରଭାବୀ ରାଜନେତ୍ରୀ ମନେ ରଖାଯିବ। ତାଙ୍କ ପରିବାର ଓ ବନ୍ଧୁପରିଜନଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି। ଭାରତ ପାଇଁ ବହୁତ ବଡ଼ କ୍ଷତି।"
I have no words left with me at this point of time. This is Sushma ji's last tweet moment before she left all of us. She truly lived for the motherland INDIA. Sushma ji, you will forever live in our heart and mind. https://t.co/OjOQiJY0hn
— Kiren Rijiju (@KirenRijiju) August 6, 2019
Heartfelt condolences to family and admirers of #SushmaSwaraj ji. Om Shanti 🙏🏼 pic.twitter.com/c3RTBJxgXe
— Virender Sehwag (@virendersehwag) August 6, 2019
Shocked by the sudden demise of Sushma Swaraj Ji.
In a political career spanning over 50yrs, she touched a billion hearts with her strength, grace & compassion. Her clutter breaking approach as the External Affairs Minister will always be revered & remembered.
ॐ शांति🙏
— Rajyavardhan Rathore (@Ra_THORe) August 6, 2019
Shocked at the passing away of my dear Sushma Swaraj Ji. Had the honour of working as the brand ambassador of the 'girl child' campaign under her able guidance and will cherish my personal relationship with her forever. R.I.P. ma'am.
— Sania Mirza (@MirzaSania) August 6, 2019
Fierce, result-driven & a people’s person - she was all of that & more. A true leader. Still unable to process the news of #sushmaswaraj Ji’s passing away. Extremely disturbed! A big loss for our nation. May you rest in peace! pic.twitter.com/aLUnXfBvi4
— Suresh Raina🇮🇳 (@ImRaina) August 6, 2019
Here in the West Indies and just heard the terrible news of passing away of #SushmaSwaraj ji. Condolences to her family, gone too soon 🙏🏼 pic.twitter.com/Mp2zRP6GBa
— Mohammad Kaif (@MohammadKaif) August 6, 2019
I was so sad looking at the headlines in the paper today. I really really liked Sushma Swaraj ji. She was someone to look up to. She was a great leader, a great orator, a strong woman and true to her work. India will miss her deeply. #SushmaSwaraj
— Heena SIDHU (@HeenaSidhu10) August 7, 2019
ଏମାନଙ୍କ ବ୍ୟତୀତ କ୍ରିକେଟର୍ ବୀରେନ୍ଦ୍ର ସେହ୍ୱାଗ, ସୁରେଶ ରାଇନା, ମହମ୍ମଦ କୈଫ, ଆକାଶ ଚୋପ୍ରା, ବକ୍ସର ବିଜେନ୍ଦର ସିଂହ, ଟେନିସ୍ ତାରକା ସାନିଆ ମିର୍ଜା, ଶଟଲର ପିଭି ସିନ୍ଧୁ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରନ୍ ରିଜିଜୁ, ପୂର୍ବତନ ଅଲିମ୍ପିଆନ୍ ରାଜ୍ୟବର୍ଦ୍ଧନ ସିଂହ ରାଠୋର ମଧ୍ୟ ଟ୍ୱିଟ୍ ଜରିଆରେ ଶୋକ ପ୍ରକାଶ କରିଛନ୍ତି।