ଷ୍ଟାଲିନ୍ ଡିଏମ୍‌କେର କାର୍ଯ୍ୟକାରୀ ଅଧ୍ୟକ୍ଷ ନିର୍ବାଚିତ

ଚେନ୍ନାଇ: ଏକ୍‌.କେ ଷ୍ଟାଲିନ୍‌ ଆଜି ଡିଏମ୍‌କେର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଦଳର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକ ଡିସେମ୍ବର ୨୦ ତାରିଖରେ ହେବାର ଥିଲା। କିନ୍ତୁ ଦଳର ଅଧ୍ୟକ୍ଷ ଏମ୍‌.କରୁଣାନିଧିଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯିବା ଯୋଗୁଁ ଏହାକୁ ବାତିଲ କରି ଦିଆଯାଇଥିଲା। ଏଆଇଏଡିଏମ୍‌କେ ନେତାମାନେ ଶଶିକଳାଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ଅନୁରୋଧ କରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଡିଏମ୍‌କେରେ ଷ୍ଟାଲିନ୍‌ଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି।

satlin

Rakesh Mallick
  • Published: Wednesday, 04 January 2017
  • , Updated: 04 January 2017, 10:30 AM IST

ଚେନ୍ନାଇ: ଏକ୍‌.କେ ଷ୍ଟାଲିନ୍‌ ଆଜି ଡିଏମ୍‌କେର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଦଳର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଏହି ବୈଠକ ଡିସେମ୍ବର ୨୦ ତାରିଖରେ ହେବାର ଥିଲା। କିନ୍ତୁ ଦଳର ଅଧ୍ୟକ୍ଷ ଏମ୍‌.କରୁଣାନିଧିଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯିବା ଯୋଗୁଁ ଏହାକୁ ବାତିଲ କରି ଦିଆଯାଇଥିଲା।

ଏଆଇଏଡିଏମ୍‌କେ ନେତାମାନେ ଶଶିକଳାଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ଅନୁରୋଧ କରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଡିଏମ୍‌କେରେ ଷ୍ଟାଲିନ୍‌ଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି।

Related story