ସୁଭାଷ ବୋଷଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ଦାବିରେ ଜନ୍ତରମନ୍ତରରେ ଧାରଣା

ନୂଆଦିଲ୍ଲୀ: ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ପୁରୋଧା ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ନୂଆଦିଲ୍ଲୀର ଜନ୍ତରମନ୍ତରରେ ଗତକାଲି ଶତାଧିକ ସୁବାଷ ପ୍ରେମୀ ଧାରଣା ଦେଇଥିଲେ। ସୁବାଷଙ୍କ ନିଖୋଜ ସମ୍ପର୍କିତ ବିଭିନ୍ନ କମିଶନର ତଦନ୍ତ ରିପୋର୍ଟ ସର୍ବ ସାଧାରଣରେ ପ୍ରକାଶ କରିବାକୁ ସେମାନେ ଦାବି କରିଛନ୍ତି। ସୁଭାଷଙ୍କୁ ନେଇ ୟୁପିଏ ସରକାର ଯେଉଁ ନୀତି ଆପଣେଇ ଥିଲେ, ମୋଦି ସରକାର ମଧ୍ୟ ସେହି ନୀତି ଆପଣାଇଥିବା ସେମାନେ ଅଭିଯୋଗ କରିଛନ୍ତି।

subhas

Rakesh Mallick
  • Published: Wednesday, 19 August 2015
  • , Updated: 19 August 2015, 12:26 PM IST

Related story