ବଢ଼ିଲା ସବସିଡିଯୁକ୍ତ ଏଲ୍ପିଜି ଗ୍ୟାସ୍ ଦର
ନୂଆଦିଲ୍ଲୀ: ବଢ଼ିଲା ସବସିଡିଯୁକ୍ତ ଏଲ୍ପିଜି ରନ୍ଧନ ଗ୍ୟାସ ଦର। ଶନିବାର ଏଲ୍ପିଜି ସିଲିଣ୍ଡର ପିଛା ୨.୭୧ ଟଙ୍କା ବୃଦ୍ଧି ପାଇଛି। ଆନ୍ତର୍ଜାତୀୟସ୍ତରରେ ଗ୍ୟାସ ମୂଲ୍ୟ ବୃଦ୍ଧି ଓ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇବାରୁ ରନ୍ଧନ ଗ୍ୟାସର ଦର ବଢ଼ିଛି। ଆଜି ମଧ୍ୟରାତ୍ରୀରୁ ବର୍ଦ୍ଧିତ ଦର ଲାଗୁ ହେବ ବୋଲି ଭାରତୀୟ ତୈଳ ନିଗମ ତରଫରୁ ସୂଚନା ଦିଆଯାଇଛି। ପ୍ରକାଶ ଥାଉକି, ତୈଳ କମ୍ପାନୀଗୁଡ଼ିକ ପ୍ରତିମାସ ପହିଲାରେ ଗ୍ୟାସର ହାରାହାରି ମୂଲ୍ୟ ଓ ଆନ୍ତର୍ଜାତୀୟ ସ୍ତରରେ ମୁଦ୍ରାର […]
workers-outside-centre-cooking-cylinders-distribution-supply_420388d6-7c72-11e8-b46a-be68571826e9
ନୂଆଦିଲ୍ଲୀ: ବଢ଼ିଲା ସବସିଡିଯୁକ୍ତ ଏଲ୍ପିଜି ରନ୍ଧନ ଗ୍ୟାସ ଦର। ଶନିବାର ଏଲ୍ପିଜି ସିଲିଣ୍ଡର ପିଛା ୨.୭୧ ଟଙ୍କା ବୃଦ୍ଧି ପାଇଛି। ଆନ୍ତର୍ଜାତୀୟସ୍ତରରେ ଗ୍ୟାସ ମୂଲ୍ୟ ବୃଦ୍ଧି ଓ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇବାରୁ ରନ୍ଧନ ଗ୍ୟାସର ଦର ବଢ଼ିଛି। ଆଜି ମଧ୍ୟରାତ୍ରୀରୁ ବର୍ଦ୍ଧିତ ଦର ଲାଗୁ ହେବ ବୋଲି ଭାରତୀୟ ତୈଳ ନିଗମ ତରଫରୁ ସୂଚନା ଦିଆଯାଇଛି।
ପ୍ରକାଶ ଥାଉକି, ତୈଳ କମ୍ପାନୀଗୁଡ଼ିକ ପ୍ରତିମାସ ପହିଲାରେ ଗ୍ୟାସର ହାରାହାରି ମୂଲ୍ୟ ଓ ଆନ୍ତର୍ଜାତୀୟ ସ୍ତରରେ ମୁଦ୍ରାର ମୂଲ୍ୟ ଆଧାରରେ ତେଲ ଦର ନିର୍ଦ୍ଧାରଣ କରୁଛନ୍ତି।