ସୁ କୀ, ମିଆଁମାର ରାଷ୍ଟ୍ରପତିଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ

ରେଙ୍ଗୁନ୍‌: ବିଭିନ୍ନ ପ୍ରସଙ୍ଗରେ ଆଜି ମିଆଁମାରର ଶାସକ ଦଳ ମୁଖ୍ୟ ଅଙ୍ଗ ସାନ୍‌ ସୁ କୀଙ୍କୁ ଭେଟିଛନ୍ତି ଭାରତ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ମିଆଁମାରରେ ନ୍ୟାସ୍‌ନାଲ ଲିଗ୍‌ ଅଫ୍‌ ଡେମୋକ୍ରାସୀ କ୍ଷମତାକୁ ଆସିବା ପରେ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କର ଏହା ପ୍ରଥମ ମିଆଁମାର ଗସ୍ତ। ସୁଷମା ସ୍ୱରାଜ ମଧ୍ୟ ମିଆଁମାରର ରାଷ୍ଟ୍ରପତି ହତୀନ୍‌ ଖ୍ୱାଓଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ବେଳେ ଉଭୟ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ […]

suhsma swaraj

Rakesh Mallick
  • Published: Monday, 22 August 2016
  • , Updated: 04 May 2017, 03:44 PM IST

ରେଙ୍ଗୁନ୍‌: ବିଭିନ୍ନ ପ୍ରସଙ୍ଗରେ ଆଜି ମିଆଁମାରର ଶାସକ ଦଳ ମୁଖ୍ୟ ଅଙ୍ଗ ସାନ୍‌ ସୁ କୀଙ୍କୁ ଭେଟିଛନ୍ତି ଭାରତ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ମିଆଁମାରରେ ନ୍ୟାସ୍‌ନାଲ ଲିଗ୍‌ ଅଫ୍‌ ଡେମୋକ୍ରାସୀ କ୍ଷମତାକୁ ଆସିବା ପରେ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କର ଏହା ପ୍ରଥମ ମିଆଁମାର ଗସ୍ତ। ସୁଷମା ସ୍ୱରାଜ ମଧ୍ୟ ମିଆଁମାରର ରାଷ୍ଟ୍ରପତି ହତୀନ୍‌ ଖ୍ୱାଓଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି।

ଏହି ସାକ୍ଷାତ ବେଳେ ଉଭୟ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା ହୋଇଛି। ଏହା ମଧ୍ୟରେ ଉଭୟ ଦେଶର ସୁରକ୍ଷା ଓ ବ୍ୟବସାୟିକ ଭିତ୍ତିଭୂମିରେ ବିକାଶ ପ୍ରସଙ୍ଗ ରହିଥିଲା।

Related story