ସନି ଦେଓଲଙ୍କ ରୋଡ୍ ଶୋ’ରେ ରୋଚକ ଦୃଶ୍ୟ: ଗାଡ଼ି ଉପରକୁ ଉଠି ଆଲିଙ୍ଗନ ଓ ଚୁମ୍ବନ କଲେ ମହିଳା

ଚଣ୍ଡିଗଡ଼: ଫ୍ୟାନ୍‌ ତ ଫ୍ୟାନ, ଜବରଦସ୍ତ ଫ୍ୟାନ୍। ଏମିତି ଦୃଶ୍ୟ ସିନେମାରେ ବି ନଥିବ। ଯାହା ଆଜି ଅଭିନେତା ତଥା ବିଜେପି ନେତା ସନି ଦେଓଙ୍କ ନିର୍ବାଚନ ପ୍ରଚାର ବେଳେ ଘଟିଲା। ସନି ଏକ ରୋଡ୍‌ ଶୋ’ କରୁଥିବା ବେଳେ ସମସ୍ତଙ୍କ ଆଗରେ ତାଙ୍କୁ ଜଣେ ମହିଳା ଚୁମ୍ବନ ଦେଇଛନ୍ତି। ଏ ଖବରକୁ ନେଇ ସାରା ଦେଶରେ ଆଜି ଚର୍ଚ୍ଚା ଲାଗିରହିଛି। ଜଣାଶୁଣା ବଲିଉଡ୍ ଅଭିନେତା ସନି ଦେଓଲ କିଛି ଦିନ ତଳେ ବିଜେପିରେ ମିଶିଛନ୍ତି। ଏହାପରେ […]

sunny deol

sunny deol

Jitendra Garnayak
  • Published: Thursday, 09 May 2019
  • Updated: 09 May 2019, 06:43 PM IST

Sports

Latest News

ଚଣ୍ଡିଗଡ଼: ଫ୍ୟାନ୍‌ ତ ଫ୍ୟାନ, ଜବରଦସ୍ତ ଫ୍ୟାନ୍। ଏମିତି ଦୃଶ୍ୟ ସିନେମାରେ ବି ନଥିବ। ଯାହା ଆଜି ଅଭିନେତା ତଥା ବିଜେପି ନେତା ସନି ଦେଓଙ୍କ ନିର୍ବାଚନ ପ୍ରଚାର ବେଳେ ଘଟିଲା। ସନି ଏକ ରୋଡ୍‌ ଶୋ’ କରୁଥିବା ବେଳେ ସମସ୍ତଙ୍କ ଆଗରେ ତାଙ୍କୁ ଜଣେ ମହିଳା ଚୁମ୍ବନ ଦେଇଛନ୍ତି। ଏ ଖବରକୁ ନେଇ ସାରା ଦେଶରେ ଆଜି ଚର୍ଚ୍ଚା ଲାଗିରହିଛି।

ଜଣାଶୁଣା ବଲିଉଡ୍ ଅଭିନେତା ସନି ଦେଓଲ କିଛି ଦିନ ତଳେ ବିଜେପିରେ ମିଶିଛନ୍ତି। ଏହାପରେ ତାଙ୍କୁ ପଞ୍ଜାବର ଗୁରୁଦାସପୁର ଲୋକସଭା ଆସନରୁ ଦଳ ତାଙ୍କୁ ପ୍ରାର୍ଥୀ କରିଛି। ଏଠି ସେ ଜୋରଦାର ପ୍ରଚାର ବି ଚଳାଇଛନ୍ତି। ସିମେମା ଷ୍ଟାର୍ ହୋଇଥିବାରୁ ତାଙ୍କ ପ୍ରଚାର ବେଳେ ପ୍ରବଳ କ୍ରେଜ୍ ଦେଖିବାକୁ ମିଳୁଛି।

kissiତେବେ ଆଜି ପ୍ରଚାର ବେଳେ ଘଟିଥିଲା ଏହି ରୋଚକ ଘଟଣା। ଗୁରୁଦାସପୁରର ବାଟଲା ରୋଡ୍‌ରେ ସନି ଏକ ରୋଡ୍ ଶୋ’ରେ ଯାଉଥିବା ବେଳେ ହଠାତ୍ ଜଣେ ମହିଳା ତାଙ୍କ ଗାଡ଼ି ଉପରକୁ ଚଢ଼ି ଆସିଥିଲେ ଓ ତାଙ୍କୁ ବାରମ୍ବାର ଆଲିଙ୍ଗନ କରିଥିଲେ। ଦୃଶ୍ୟଟି ସେଠାରେ ରୋଚକ ପରିସ୍ଥିତି ସୃଷ୍ଟି କରିଥିଲା। କେବଳ ସେତିକି ନୁହେଁ, ଆଲଙ୍ଗନ କରି ମହିଳାଙ୍କ ମନ ଭରି ନଥିଲା, ଗଲାବେଳକୁ ସେ ସନି ଦେଓଲଙ୍କୁ ଏକ ସରୁ-ଚୁମ୍ବନ ମଧ୍ୟ ଦେଇଥିଲେ। ଏହା ଦେଖି ସେଠି କୋଳାହଳ ସୃଷ୍ଟି ହୋଇଥିଲା।

ଶେଷରେ ମହିଳା ଫ୍ୟାନ୍‌ଙ୍କୁ ଗାଡ଼ିରୁ ସୁରକ୍ଷିତ ଭାବେ ଓହ୍ଲାଇବାରେ ସନି ସହଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story