ପ୍ଲାଷ୍ଟିକ୍‌ ମୁକ୍ତ ‘କୁଲି ନଂ ୱାନ୍‌’ର ପ୍ରଶଂସାରେ ଶତମୁଖ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦ ଗ୍ରହଣ କରିବା ପରଠାରୁ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ ଦେଇଆସୁଛନ୍ତି। ସେ ବୁଧବାର ସ୍ୱଚ୍ଛତା ହି ସେବା ୩.୦ ଆରମ୍ଭ କରିଛନ୍ତି। ତେବେ ଏଥର ମୁଖ୍ୟତଃ ପ୍ଲାଷ୍ଟିକ୍‌ ମୁକ୍ତ ଭାରତ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ତେବେ ବଲିଉଡ୍‌ ତାରକା ବରୁନ୍‌ ଧୱନ୍‌ଙ୍କୁ ଅଭିନୀତ ଫିଲ୍ମ ‘କୁଲି ନଂ ୱାନ୍‌’ ପ୍ଲାଷ୍ଟିକ୍‌ ମୁକ୍ତ ଭାବନାକୁ ପ୍ରୋତ୍ସାହନ ଦେଇଥିବାରୁ ସେ ଏହାକୁ ପ୍ରଶଂସା କରିଛନ୍ତି। Superb gesture by the team of […]

dhawan

dhawan

Subrat Kumar Nayak
  • Published: Thursday, 12 September 2019
  • Updated: 12 September 2019, 04:13 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦ ଗ୍ରହଣ କରିବା ପରଠାରୁ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ ଦେଇଆସୁଛନ୍ତି। ସେ ବୁଧବାର ସ୍ୱଚ୍ଛତା ହି ସେବା ୩.୦ ଆରମ୍ଭ କରିଛନ୍ତି। ତେବେ ଏଥର ମୁଖ୍ୟତଃ ପ୍ଲାଷ୍ଟିକ୍‌ ମୁକ୍ତ ଭାରତ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ତେବେ ବଲିଉଡ୍‌ ତାରକା ବରୁନ୍‌ ଧୱନ୍‌ଙ୍କୁ ଅଭିନୀତ ଫିଲ୍ମ ‘କୁଲି ନଂ ୱାନ୍‌’ ପ୍ଲାଷ୍ଟିକ୍‌ ମୁକ୍ତ ଭାବନାକୁ ପ୍ରୋତ୍ସାହନ ଦେଇଥିବାରୁ ସେ ଏହାକୁ ପ୍ରଶଂସା କରିଛନ୍ତି।
https://twitter.com/narendramodi/status/1171985330422964224
ଏହାର ପ୍ରଶଂସାରେ ସେ କହିଛନ୍ତି, କୁଲିଂ ନଂ ୱାନ୍‌ ଟିମ୍‌ର ପ୍ରୟାସ ପ୍ରଶଂସାଯୋଗ୍ୟ। ସିନେ ଦୁନିଆ ଭାରତକୁ ସିଙ୍ଗିଲ ୟୁଜ୍‌ ପ୍ଲାଷ୍ଟିକ୍‌ ମୁକ୍ତ କରିବା ଦିଗରେ ପ୍ରେରଣା ସାଜିଥିବା ଦେଖି ଆନନ୍ଦିତ ହେଲି।

ଏହା ପୂର୍ବରୁ ବରୁନ୍‌ ଲେଖିଥିଲେ, ବର୍ତ୍ତମାନ ପ୍ଲାଷ୍ଟିକ୍‌ ମୁକ୍ତ ଭାରତ ହେବାର ସମୟ ଆସିଛି। ଆମ ପ୍ରଧାନମନ୍ତ୍ରୀ ଏଥିପାଇଁ ଏକ ଅଭିଯାନ ଆରମ୍ଭ କରିସାରିଛନ୍ତି। ଆମେ ମଧ୍ୟ ଛୋଟ ଛୋଟ ପ୍ରୟାସରେ ପରିବର୍ତ୍ତନ ଆଣିପାରିବା। ଆମେ କୁଲି ନଂ ୱାନ୍‌ ସେଟ୍‌ରେ କେବଳ ଷ୍ଟିଲ୍‌ ବୋତଲ ବ୍ୟବହାର କରୁଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story