ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତିଙ୍କ ଦରମା ବଢ଼ିବ

ନୂଆଦିଲ୍ଲି: ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତିଙ୍କ ଦରମା ବଢ଼ିବ। ଦରମା ବୃଦ୍ଧି କରିବାକୁ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନିଆଯାଇଛି। ୧ ଜାନୁଆରୀ ୨୦୧୬ରୁ ଏହା ପିଛିଲା ଭାବେ ଲାଗୁ ହେବ। ସୁପ୍ରିମକୋର୍ଟର ୩୧ ଜଣ ବିଚାରପତି, ୧ ହଜାର ୭୯ ହାଇକୋର୍ଟ ବିଚାରପତି ଓ ପ୍ରାୟ ୨ ହଜାର ଅବସରପ୍ରାପ୍ତ  ବିଚାରପତିଙ୍କୁ ଏହି ସୁବିଧା ମିଳିବ। ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି। ଏଥି ସହିତ ପଞ୍ଚଦଶ ଅର୍ଥ କମିଶନ ଗଠନ […]

supreme-court-and-high-court-judge-salary-increse

Rakesh Mallick
  • Published: Wednesday, 22 November 2017
  • , Updated: 22 November 2017, 05:44 PM IST

ନୂଆଦିଲ୍ଲି: ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତିଙ୍କ ଦରମା ବଢ଼ିବ। ଦରମା ବୃଦ୍ଧି କରିବାକୁ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନିଆଯାଇଛି। ୧ ଜାନୁଆରୀ ୨୦୧୬ରୁ ଏହା ପିଛିଲା ଭାବେ ଲାଗୁ ହେବ। ସୁପ୍ରିମକୋର୍ଟର ୩୧ ଜଣ ବିଚାରପତି, ୧ ହଜାର ୭୯ ହାଇକୋର୍ଟ ବିଚାରପତି ଓ ପ୍ରାୟ ୨ ହଜାର ଅବସରପ୍ରାପ୍ତ  ବିଚାରପତିଙ୍କୁ ଏହି ସୁବିଧା ମିଳିବ। ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି। ଏଥି ସହିତ ପଞ୍ଚଦଶ ଅର୍ଥ କମିଶନ ଗଠନ ପାଇଁ ବି କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

Related story