ଶିଖ ଦଙ୍ଗା ମାମଲା, ସଜ୍ଜନ କୁମାରଙ୍କ ଜାମିନ୍ ଆବେଦନ ଖାରଜ

ନୂଆଦିଲ୍ଲୀ: ୧୯୮୪ ମସିହା ଶିଖ ଦଙ୍ଗା ମାମଲାରେ ଆଜୀବନ ଜେଲ ସଜା କାଟୁଥିବା ସଜ୍ଜନ କୁମାରଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ସେ ଜାମିନ୍ ଆବେଦନ କରିଥିଲେ। ହେଲେ ସୁପ୍ରିମକୋର୍ଟ ଜାମିନ୍ ଖାରଜ କରି ଦେଇଛନ୍ତି। ଆଗାମୀ ଦିନରେ ସଜ୍ଜନ ନିୟମିତ ଜାମିନ୍ ଆଧାରରେ ଆବେଦନ କରିପାରିବେ। ଜୁଲାଇରୁ ଏହି ମାମଲାର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ସଜ୍ଜନଙ୍କ ଓକିଲ ବିକାଶ ସିଂହ କୋର୍ଟରେ ପକ୍ଷ ରଖି କହିଥିଲ, ସଜ୍ଜନଙ୍କ ବୟସ […]

sajjan-kumar

sajjan-kumar

Subhransu Sekhar
  • Published: Wednesday, 13 May 2020
  • Updated: 13 May 2020, 01:54 PM IST

Sports

Latest News

ନୂଆଦିଲ୍ଲୀ: ୧୯୮୪ ମସିହା ଶିଖ ଦଙ୍ଗା ମାମଲାରେ ଆଜୀବନ ଜେଲ ସଜା କାଟୁଥିବା ସଜ୍ଜନ କୁମାରଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ସେ ଜାମିନ୍ ଆବେଦନ କରିଥିଲେ। ହେଲେ ସୁପ୍ରିମକୋର୍ଟ ଜାମିନ୍ ଖାରଜ କରି ଦେଇଛନ୍ତି। ଆଗାମୀ ଦିନରେ ସଜ୍ଜନ ନିୟମିତ ଜାମିନ୍ ଆଧାରରେ ଆବେଦନ କରିପାରିବେ। ଜୁଲାଇରୁ ଏହି ମାମଲାର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।

ସଜ୍ଜନଙ୍କ ଓକିଲ ବିକାଶ ସିଂହ କୋର୍ଟରେ ପକ୍ଷ ରଖି କହିଥିଲ, ସଜ୍ଜନଙ୍କ ବୟସ ୭୦ରୁ ଅଧିକ। ସେ ଡାଇବେଟିସ ସହିତ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ। ସେ କ୍ୟାନସରରେ ଆକ୍ରାନ୍ତ ଥାଇପାରନ୍ତି। ତାଙ୍କର ଜାମିନ ଆବେଦନ ଏବେବି ବିଚାରାଧୀନ ରହିଛି। କରୋନା ମହାମାରୀ ପାଇଁ ସଜ୍ଜନଙ୍କୁ ଏମ୍ସ ମଧ୍ୟ ନିଆଯାଇପାରି ନାହିଁ। ତେଣୁ ସ୍ୱାସ୍ଥ୍ୟଗତ ସମସ୍ୟା ଆଧାରରେ ସଜ୍ଜନଙ୍କୁ ଜାମିନ୍ ଦିଆଯାଉ ବୋଲି ଓକିଲ ବିକାଶ ସିହଂ ଆବେଦନ କରିଥିଲେ।

ଭିଡିଓ କନଫରେନସିଂ ଜରିଆରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ସଲିଟର ଜେନେରାଲ ଜାମିନ୍ ଦେବାକୁ ବିରୋଧ କରିଥିଲେ। ସଜ୍ଜନ ଜଣେ ସାମୂହିକ ହତ୍ୟାକାରୀ। ତେଣୁ ତାଙ୍କୁ ଜାମିନ୍ ଦେବା ଠିକ୍ ହେବନି। ଏହାପରେ କୋର୍ଟ ଜାମିନ୍ ଆବେଦନ ଖାରଜ କରିଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story