ନାଗରିକତା ସଂଶୋଧନ ଆଇନ୍: କେନ୍ଦ୍ରର ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ୫୯ ଆବେଦନକାରୀଙ୍କ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଜାନୁଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ଏ ବାବଦରେ ଜବାବ ରଖିବାକୁ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ। ତେବେ ଏହି ଆଇନ ଉପରେ ରୋକ୍ ଲାଗାଇବା ପାଇଁ ଆବେଦନର ଜବାବ ଦେଇଛନ୍ତି ଦେଶର ସର୍ବୋଚ୍ଚ କୋର୍ଟ। ଏବେ ଏହି ନିୟମ ଲାଗୁ ହୋଇନଥିବାରୁ ରୋକ୍ ଲଗାଯିବାର ପ୍ରଶ୍ନ ଉଠୁନି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ଆବେଦନର ପରବର୍ତ୍ତୀ […]

supreme-court

supreme-court

Subhransu Sekhar
  • Published: Wednesday, 18 December 2019
  • Updated: 18 December 2019, 12:26 PM IST

Sports

Latest News

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ୫୯ ଆବେଦନକାରୀଙ୍କ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଜାନୁଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ଏ ବାବଦରେ ଜବାବ ରଖିବାକୁ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ। ତେବେ ଏହି ଆଇନ ଉପରେ ରୋକ୍ ଲାଗାଇବା ପାଇଁ ଆବେଦନର ଜବାବ ଦେଇଛନ୍ତି ଦେଶର ସର୍ବୋଚ୍ଚ କୋର୍ଟ। ଏବେ ଏହି ନିୟମ ଲାଗୁ ହୋଇନଥିବାରୁ ରୋକ୍ ଲଗାଯିବାର ପ୍ରଶ୍ନ ଉଠୁନି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ଆବେଦନର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୨ରେ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ନାଗରିକତା ସଂଶୋଧନ ଆଇନ ୨୦୧୯ ସଂସଦରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ସାରିଛି। ଏହି ଆଇନକୁ ବିରୋଧ କରିବାକୁ ଯାଇ ସୁପ୍ରିମକୋର୍ଟରେ କଂଗ୍ରେସ ସାଂସଦ ତଥା ଆଇନଜୀବୀ କପିଲ ଶିବଲ ଆଜି ପକ୍ଷ ରଖି ଆଇନ୍ ଉପରେ ରୋକ୍ ଲଗାଇବାକୁ ଯୁକ୍ତି ବାଢ଼ିଥିଲେ। ଏହି ଆଇନ ଉପରେ ରୋକ୍ ଲଗାଇ ହେବ କି ନାହିଁ ଦେଖିବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଥିଲେ।

ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ଆଇନ୍ ଅନୁଯାୟୀ ୩୧ ଡିସେମ୍ୱର ୨୦୧୪ ସୁଦ୍ଧା ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ଆସିଥିବା ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଇସାଈ ଏବଂ ପାର୍ସୀ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story