ମିଠା ଦୋକାନୀଙ୍କୁ ଏକ୍ସପାଏରୀ ତାରିଖ କହିବାକୁ ହେବ

ନୂଆଦିଲ୍ଲୀ: ସୋରିଷ ତେଲକୁ ନେଇ ଖାଦ୍ୟ ନିୟାମକ ଖାଦ୍ୟ ନିରାପତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI) ନିକଟରେ କଡ଼ା ନିଷ୍ପତ୍ତି ନେଇଛି। ଏବେ ମିଠା ବିକ୍ରି ଉପରେ ମଧ୍ୟ ନିଷ୍ପତ୍ତି ନେଇଛି ଏଫଏସଏସଏଆଇ। ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଏଫଏସଏସଏଆଇର ଏହି ପଦକ୍ଷେପ ଖାଦ୍ୟ ସୁରକ୍ଷା ଏବଂ ନିରପତା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଏଫଏସଏସଏଆଇର ନୂଆ ନିୟମ ଲାଗୁ ହେବା ପରେ ଗ୍ରାହକମାନେ ବଜାରରେ ବିକ୍ରି ହେଉଥିବା ଖୋଲା […]

swaet seller

swaet seller

Subhransu Sekhar
  • Published: Sunday, 27 September 2020
  • Updated: 27 September 2020, 08:38 AM IST

Sports

Latest News

ନୂଆଦିଲ୍ଲୀ: ସୋରିଷ ତେଲକୁ ନେଇ ଖାଦ୍ୟ ନିୟାମକ ଖାଦ୍ୟ ନିରାପତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI) ନିକଟରେ କଡ଼ା ନିଷ୍ପତ୍ତି ନେଇଛି। ଏବେ ମିଠା ବିକ୍ରି ଉପରେ ମଧ୍ୟ ନିଷ୍ପତ୍ତି ନେଇଛି ଏଫଏସଏସଏଆଇ। ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଏଫଏସଏସଏଆଇର ଏହି ପଦକ୍ଷେପ ଖାଦ୍ୟ ସୁରକ୍ଷା ଏବଂ ନିରପତା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି।

ଏଫଏସଏସଏଆଇର ନୂଆ ନିୟମ ଲାଗୁ ହେବା ପରେ ଗ୍ରାହକମାନେ ବଜାରରେ ବିକ୍ରି ହେଉଥିବା ଖୋଲା ମିଠାର ଏକ୍ସପାଏରୀ ତାରିଖ ଜାଣି ପାରିବେ। ଏହି ନିୟମ ଅନୁଯାୟୀ, ବର୍ତ୍ତମାନ ବ୍ୟବସାୟୀମାନଙ୍କୁ ଖୋଲା ମିଠା ବ୍ୟବହାର ପାଇଁ ଏକ ସମୟ ସୀମା ଦେବାକୁ ପଡିବ। ଏହି ନିୟମ ଅକ୍ଟୋବର ଏକରୁ ଲାଗୁ ହେବ।

ଏଫଏସଏସଏଆଇ ଏହାକୁ ନେଇ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଫୁଡ୍ କମିଶନରଙ୍କୁ ଏକ ଚିଠି ଲେଖିଛି। ଏଫଏସଏସଏଆଇ ଚିଠିରେ ଉଲ୍ଲେଖ କରିଛି, ଜନସାଧାରଣଙ୍କ ସ୍ୱାର୍ଥରେ ଏବଂ ଖାଦ୍ୟ ନିରାପତାକୁ ସୁନିଶ୍ଚିତ କରିବା ପାଇଁ ଓ ଉତ୍ପାଦର 'ସର୍ବଶ୍ରେଷ୍ଠ' ମାନ ବଜାୟ ରଖିବା ପାଇଁ ସମସ୍ତ ପ୍ରକାର ମିଠାର ଏକ୍ସପାଏରୀ ତାରିଖ ଦୋକାନୀ ମାନଙ୍କୁ କହିବାକୁ ହେବ।

ଏମିତି ହେଲେ ବଜାରରେ ଆଉ ବାସି ମିଠା ବିକ୍ରି ହୋଇପାରିବ ନାହିଁ। ଗ୍ରାହକମାନେ ମଧ୍ୟ ଆଉ ଠକାମିର ଶିକାର ହେବେନି। ଯାହାକି ଖାଦ୍ୟ ସୁରକ୍ଷା ଏବଂ ନିରାପତା ଦିଗରେ ଏକ ବଡ଼ ପଦକ୍ଷେପ।

ସେହିପରି ସୋରିଷ ତେଲରେ ଅପମିଶ୍ରଣ ତଥା ଅନ୍ୟାନ୍ୟ ତେଲ ମିଶାଇବାକୁ ବେଆଇନ୍ ବୋଲି କହିଛି ଏଫଏସଏସଏଆଇ। ସୋରିଷ ତେଲର ବ୍ୟବହାରକୁ ସୁରକ୍ଷିତ କରିବା ପାଇଁ ଏଫଏସଏସଏଆଇ ଏଭଳି ପଦକ୍ଷେପ ନେଇଛି। ଅକ୍ଟୋବର ଏକ ପାଖରୁ ଏହି ନିୟମ ଲାଗୁ ହେବ ବୋଲି ଏଫଏସଏସଏଆଇ ଏଫଏସଏସଏଆଇ କହିଛି।

ବଜାରରେ ବିକ୍ରି ହେଉଥିବା ଅନେକ ସୋରିଷ ତେଲରେ ଅପମିଶ୍ରଣ ସହିତ ଅନ୍ୟାନ୍ୟ ତେଲ ମିଶୁଥିବା ଅଭିଯୋଗ ରହିଥିଲା। ଏହାପରେ ଘରୋଇ ବ୍ୟବହାର ପାଇଁ ଅଧିକାଂଶ ବ୍ୟବହାର ହେଉଥିବା ସୋରିଷ ତେଲର ଅପମିଶ୍ରଣକୁ ରୋକିବ ପାଇଁ ଏଭଳି ଠୋସ୍ ପଦକ୍ଷେପ ନେଇଛି ଏଫଏସଏସଏଆଇ।

ଏବେ ଏଫଏସଏସଏଆଇ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଫୁଡ କମିଶନରଙ୍କୁ ସୋରିଷ ତେଲର ଶୁଦ୍ଧତା ପରୀକ୍ଷା କରି ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣତଃ ରିଫାଇନ୍ ଏବଂ ଅନ୍ୟାନ୍ୟ ତେଲରେ ଅରୟଜନୋଲ (oryzanol) ରହିଥାଏ। ତେଣୁ ସୋରିଷ ତେଲରେ ଏହି oryzanol ରହିଛି କି ନାହିଁ ସୁନିଶ୍ଚିତ କରିବା ପାଇଁ କୁହାଯାଇଛି। ଏହି oryzanol ଚାଉଳରୁ ତିଆରି ହୋଇଥାଏ। ହାଇ କୋଲେଷ୍ଟ୍ରଲ ଏବଂ ଶୀଘ୍ର ବାର୍ଦ୍ଧକ୍ୟ ଲକ୍ଷଣ ପାଇଁ oryzanolକୁ ଦାୟୀ କରାଯାଏ। କିଛି ଲୋକ ଏହାକୁ ଟେଷ୍ଟୋଷ୍ଟେରନ୍ ଏବଂ ମଣିଷର ହରମୋନ୍ ସ୍ତର ବୃଦ୍ଧି କରିବା ସହିତ ବ୍ୟାୟାମ ପ୍ରଶିକ୍ଷଣ ବେଳେ ଶକ୍ତି ବୃଦ୍ଧି ପାଇଁ ବ୍ୟବହାର କରନ୍ତି |

ଏବେ ନୂଆ ନିୟମ ଅନୁଯାୟୀ ଯେଉଁ ସୋରିଷ ତେଲ ଘରୋଇ ରୋଷେଇରେ ବ୍ୟବହାର ହେବ ସେଥିରେ ସୋରିଷ ସହିତ ଅନ୍ୟାନ୍ୟ ସାମଗ୍ରୀ ମିଶ୍ରଣର ନୂଆ ତାଲିକା ଜାରି କରିବେ ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story