ସାହିତ୍ୟ ପାଇଁ ନୋବେଲ୍ ପୁରସ୍କାର ପାଇବେ ବେଲାରୁଷର ଶ୍ୱେତଲାନା ଅଲେକସେୱିଚ୍

ଷ୍ଟକହୋମ୍: ଚଳିତ ବର୍ଷ ସାହିତ୍ୟ ପାଇଁ ନୋବେଲ୍ ପୁରସ୍କାର ପାଇବେ ବେଲାରୁଷର ଶ୍ୱେତଲାନା ଅଲେକସେୱିଚ୍। ଗୁରୁବାର କରାଯାଇଛି ଏହି ଘୋଷଣା। ପୁରସ୍କାର ବାବଦରେ ଶ୍ୱେତଲାନାଙ୍କୁ ୯ ଲକ୍ଷ ୬୦ ହଜାର ଆମେରିକୀୟ ଡଲାର ପ୍ରଦାନ କରାଯାଇଛି। ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପାଇବାରେ ସେ ହେଉଛନ୍ତି ଚତୁର୍ଦ୍ଦଶ ମହିଳା। ବର୍ତ୍ତମାନ ପର୍ଯ୍ୟନ୍ତ ୧୦୭ ଜଣଙ୍କୁ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ୧୪ ଜଣ ମହିଳା। ଅଲେକସେୱିଚଙ୍କ ଦ୍ୱାରା ରଚିତ ପୁସ୍ତକଗୁଡ଼ିକ ମଧ୍ୟରେ […]

swetlana

swetlana

Rakesh Mallick
  • Published: Thursday, 08 October 2015
  • Updated: 04 May 2017, 03:44 PM IST

Sports

Latest News

ଷ୍ଟକହୋମ୍: ଚଳିତ ବର୍ଷ ସାହିତ୍ୟ ପାଇଁ ନୋବେଲ୍ ପୁରସ୍କାର ପାଇବେ ବେଲାରୁଷର ଶ୍ୱେତଲାନା ଅଲେକସେୱିଚ୍। ଗୁରୁବାର କରାଯାଇଛି ଏହି ଘୋଷଣା। ପୁରସ୍କାର ବାବଦରେ ଶ୍ୱେତଲାନାଙ୍କୁ ୯ ଲକ୍ଷ ୬୦ ହଜାର ଆମେରିକୀୟ ଡଲାର ପ୍ରଦାନ କରାଯାଇଛି।

ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପାଇବାରେ ସେ ହେଉଛନ୍ତି ଚତୁର୍ଦ୍ଦଶ ମହିଳା। ବର୍ତ୍ତମାନ ପର୍ଯ୍ୟନ୍ତ ୧୦୭ ଜଣଙ୍କୁ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ୧୪ ଜଣ ମହିଳା।

ଅଲେକସେୱିଚଙ୍କ ଦ୍ୱାରା ରଚିତ ପୁସ୍ତକଗୁଡ଼ିକ ମଧ୍ୟରେ ରହିଛି ‘ଦ ଚେରନୋବିଲ୍ ପ୍ରେୟର୍’, ‘ଦ ଅନ୍ଓମେନଲି ଫେସ୍’, ‘ଲାଷ୍ଟ୍ ୱିଟନେସ୍’ ଓ ‘ଜିଙ୍କି ବଏଜ’।

ଅଲେକସେୱିଚଙ୍କ ୱେବସାଇଟରୁ ଜଣାପଡ଼ିଛି ଯେ ପ୍ରତିଟି ପୁସ୍ତକ ଲେଖିବା ପୂବଆରୁ ସେ ୫୦୦ ରୁ ୭୦୦ ଲୋକଙ୍କ ସହିତ କଥା ହୁଅନ୍ତି ଓ ତାହାକୁ ରେକର୍ଡ କରନ୍ତି।

ତାଙ୍କ ୱେବସାଇଟ୍ ଅନୁଯାୟୀ ୧୯୪୮ରେ ସେ ତତକାଳୀନ ସୋଭିଏତ୍ ୟୁକ୍ରେନର ଇଭାନୋ-ଫ୍ରାଙ୍କୋଭସ୍କରେ ଜନ୍ମ ହୋଇଥିଲେ। ତାଙ୍କ ବାପା ବେଲାରୁଷର ନାଗରିକ ଥିଲେ ଓ ତାଙ୍କ ମା’ ଥିଲେ ୟୁକ୍ରେନର ବାସିନ୍ଦା। ପରେ ତାଙ୍କ ପରିବାର ବେଲାରୁଷକୁ ଚାଲି ଆସିଥିଲା। ସେଠାରେ ତାଙ୍କ ବାପାମା’ ଶିକ୍ଷକତା କରୁଥିଲେ। ସ୍ଥାନୀୟ ଏକ ଖବରକାଗଜରେ ରିପୋର୍ଟର ଭାବେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ ଅଲେକସେୱିଚ୍। ତା’ପରେ ସେ ମିନସ୍କ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ଡିଗ୍ରୀ ହାସଲ କରିଥିଲେ। ତା’ପରେ ସେ ଉଭୟ ଶିକ୍ଷକତା ଓ ସାମ୍ବାଦିକତା କରିଥିଲେ। ଏକ ସାହିତ୍ୟ ପତ୍ରିକାରେ ସେ କରେସପଣ୍ଡେଣ୍ଟ୍ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story