ସ୍ୱିଜରଲାଣ୍ଡ: ବୁର୍ଖା ପିନ୍ଧିଲେ ମହିଳା ଗଣିବେ ୯,୮୩୫ ଆମେରିକୀୟ ଡଲାରର ଦଣ୍ଡ
ଟିସିନୋ: ସ୍ୱିଜରଲାଣ୍ଡରେ ମୁସଲମାନ ମହିଳା ବୁର୍ଖା ପିନ୍ଧିଲେ ଗଣିବେ ବଡ଼ ଆକାରର ଜୋରିମାନା। ଏହି ଜୋରିମାନାର ପରିମାଣ ହେଉଛି ୯,୮୩୫ ଆମେରିକୀୟ ଡଲାର। ବୁର୍ଖା ପିନ୍ଧାକୁ ବନ୍ଦ କରିବାକୁ ଦେଶରେ ଲାଗୁ ହୋଇଛି ଏକ ନୂଆ ଆଇନ। ବୁର୍ଖା ପିନ୍ଧାକୁ ବନ୍ଦ କରିବାକୁ ସ୍ୱିଜରଲାଣ୍ଡର ଟିସିନୋ ପ୍ରଦେଶରେ ନିଆଯାଇଛି ଏହି ପଦକ୍ଷେପ। ଏହି ନିୟମ ସ୍ଥାନୀୟ ବାସିନ୍ଦାଙ୍କ ସମେତ ବିଦେଶୀ ପର୍ଯ୍ୟଟକଙ୍କ ଉପରେ ମଧ୍ୟ ଲାଗୁ କରାଯାଇଛି। ଲୋକମାନେ ବୁର୍ଖାକୁ ଛାଡି ମୁଣ୍ଡକୁ ଘୋଡାଉଥିବା ପୋଷାକ ଯଥା […]
ଟିସିନୋ: ସ୍ୱିଜରଲାଣ୍ଡରେ ମୁସଲମାନ ମହିଳା ବୁର୍ଖା ପିନ୍ଧିଲେ ଗଣିବେ ବଡ଼ ଆକାରର ଜୋରିମାନା। ଏହି ଜୋରିମାନାର ପରିମାଣ ହେଉଛି ୯,୮୩୫ ଆମେରିକୀୟ ଡଲାର। ବୁର୍ଖା ପିନ୍ଧାକୁ ବନ୍ଦ କରିବାକୁ ଦେଶରେ ଲାଗୁ ହୋଇଛି ଏକ ନୂଆ ଆଇନ। ବୁର୍ଖା ପିନ୍ଧାକୁ ବନ୍ଦ କରିବାକୁ ସ୍ୱିଜରଲାଣ୍ଡର ଟିସିନୋ ପ୍ରଦେଶରେ ନିଆଯାଇଛି ଏହି ପଦକ୍ଷେପ। ଏହି ନିୟମ ସ୍ଥାନୀୟ ବାସିନ୍ଦାଙ୍କ ସମେତ ବିଦେଶୀ ପର୍ଯ୍ୟଟକଙ୍କ ଉପରେ ମଧ୍ୟ ଲାଗୁ କରାଯାଇଛି। ଲୋକମାନେ ବୁର୍ଖାକୁ ଛାଡି ମୁଣ୍ଡକୁ ଘୋଡାଉଥିବା ପୋଷାକ ଯଥା ବାଲାକ୍ଲାଭାସ୍, ହେଲମେଟ୍ ଓ ମାସ୍କ ପିନ୍ଧି ପାରିବେ।