ଲକଡାଉନରେ ଟ୍ୟୁସନ ପଢ଼ାଉଥିଲେ ସାର୍, ପୁଲିସକୁ ଖବର ଦେଲା ଛୋଟ ଛୁଆ

ଚଣ୍ଡିଗଡ଼: ଲକଡାଉନ୍ ବେଳେ ପଞ୍ଜାବ ଗୁରୁଦାସପୁର ଜିଲ୍ଲାରେ କର୍ଫ୍ୟୁ ଜାରି ରହିଛି। ଏହି ସମୟରେ ଜଣେ ଟ୍ୟୁସନ ସାର କର୍ଫ୍ୟୁ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ପୁଲିସ ଜେରାର ସମ୍ମୁଖୀନ ହୋଇଛନ୍ତି । ଯାହାକି ଅପରାଧ ସହିତ ସମାନ। ଦୁଇ ଜଣ ଛୋଟ ଛୁଆ ଟ୍ୟୁସନ ସାରି ବହି ବସ୍ତାନୀ ଧରି ଘରକୁ ଫେରୁଥିଲେ। ଏହି ସମୟରେ ପୁଲିସ ତାଙ୍କୁ ଅଟକାଇ ପଚରା ଉଚରା କରିଥିଲା। ଏହାପରେ ୫ ବର୍ଷର ଛୋଟ ଛୁଆ ଟ୍ୟୁସନ ଯାଇଥିବା କଥା […]

POLICE ON TUTION

POLICE ON TUTION

Subhransu Sekhar
  • Published: Monday, 27 April 2020
  • Updated: 27 April 2020, 10:58 AM IST

Sports

Latest News

ଚଣ୍ଡିଗଡ଼: ଲକଡାଉନ୍ ବେଳେ ପଞ୍ଜାବ ଗୁରୁଦାସପୁର ଜିଲ୍ଲାରେ କର୍ଫ୍ୟୁ ଜାରି ରହିଛି। ଏହି ସମୟରେ ଜଣେ ଟ୍ୟୁସନ ସାର କର୍ଫ୍ୟୁ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ପୁଲିସ ଜେରାର ସମ୍ମୁଖୀନ ହୋଇଛନ୍ତି । ଯାହାକି ଅପରାଧ ସହିତ ସମାନ। ଦୁଇ ଜଣ ଛୋଟ ଛୁଆ ଟ୍ୟୁସନ ସାରି ବହି ବସ୍ତାନୀ ଧରି ଘରକୁ ଫେରୁଥିଲେ। ଏହି ସମୟରେ ପୁଲିସ ତାଙ୍କୁ ଅଟକାଇ ପଚରା ଉଚରା କରିଥିଲା। ଏହାପରେ ୫ ବର୍ଷର ଛୋଟ ଛୁଆ ଟ୍ୟୁସନ ଯାଇଥିବା କଥା କହିଦେଇଥିଲା। ଏମିତିକି ଟ୍ୟୁସନ ସାରଙ୍କ ଘରର ଠିକଣା ମଧ୍ୟ ପୁଲିସକୁ କହି ଦେଇଥିଲା ଏହି ଛୋଟ ଛୁଆ। ତେବେ ଶିକ୍ଷକ ଜଣଙ୍କ ବ୍ୟକ୍ତିଗତ ଭାବରେ କ୍ଷମା ମାଗିବାରୁ ତାଙ୍କୁ ପୁଲିସ ଛାଡ଼ି ଦେଇଛି।

https://twitter.com/ghazalimohammad/status/1254472293431906305

ଏହାପରେ ଡିଏସପି ଗୁରଦୀପ ସିଂହ ସଂପୃକ୍ତ ଟ୍ୟୁସନ ସାରଙ୍କ ଘରକୁ ଯିବା ସହିତ ଛୋଟ ଛୁଆଙ୍କ ଘରକୁ ଯାଇ ଚେତାବନୀ ଦେଇଛନ୍ତି। ଶନିବାର ଏହି ଘଟଣା ଘଟିଥିଲା। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story