‘ପତ୍ରବିନିମୟ ମାଧ୍ୟମରେ ବୈଷୟିକ ଶିକ୍ଷା ଦେଇହେବ ନାହିଁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷାନୁଷ୍ଠାନଗୁଡିକ ଗୁଡ଼ିକ ଏଣିକି ପତ୍ରବିନିମୟ ମାଧ୍ୟମରେ ବୈଷୟିକ ଶିକ୍ଷା ଦେଇପାରିବେ ନାହିଁ। ସୁପ୍ରିମକୋର୍ଟ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଓଡ଼ିଶା ହାଇକୋର୍ଟ ବୈଷୟିକ ଶିକ୍ଷା ପତ୍ର ବିନିମୟ ମାଧ୍ୟମରେ ଦେଇହେବ ବୋଲି କହିଥିଲେ। ତେବେ ପତ୍ର ବିନିମୟ ମାଧ୍ୟମରେ ହାସଲ କରାଯାଇଥିବା ବୈଷୟିକ ଡିଗ୍ରୀ ସାର୍ଟିଫିକେଟକୁ ଅବୈଧ ଘୋଷଣା କରିଥିଲେ ପଞ୍ଜାବ ଓ ହରିୟାଣା କୋର୍ଟ। ସର୍ବୋଚ୍ଚ କୋର୍ଟ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ଖାରଜ କରିଥିବା ବେଳେ ପଞ୍ଜାବ ଓ ହରିୟାଣା […]

supremcourt

Rakesh Mallick
  • Published: Friday, 03 November 2017
  • , Updated: 03 November 2017, 09:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷାନୁଷ୍ଠାନଗୁଡିକ ଗୁଡ଼ିକ ଏଣିକି ପତ୍ରବିନିମୟ ମାଧ୍ୟମରେ ବୈଷୟିକ ଶିକ୍ଷା ଦେଇପାରିବେ ନାହିଁ। ସୁପ୍ରିମକୋର୍ଟ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଓଡ଼ିଶା ହାଇକୋର୍ଟ ବୈଷୟିକ ଶିକ୍ଷା ପତ୍ର ବିନିମୟ ମାଧ୍ୟମରେ ଦେଇହେବ ବୋଲି କହିଥିଲେ। ତେବେ ପତ୍ର ବିନିମୟ ମାଧ୍ୟମରେ ହାସଲ କରାଯାଇଥିବା ବୈଷୟିକ ଡିଗ୍ରୀ ସାର୍ଟିଫିକେଟକୁ ଅବୈଧ ଘୋଷଣା କରିଥିଲେ ପଞ୍ଜାବ ଓ ହରିୟାଣା କୋର୍ଟ। ସର୍ବୋଚ୍ଚ କୋର୍ଟ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ଖାରଜ କରିଥିବା ବେଳେ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ନିଷ୍ପତ୍ତିକୁ କାଏମ ରଖି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

Related story