ପୋଲିସ୍ କର୍ମଚାରୀଙ୍କୁ ଅପହରଣ କରି ମାରି ଦେଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀମାନେ ପୁଣି ଜଣେ ପୋଲିସ୍ କର୍ମଚାରୀଙ୍କୁ ଅପହରଣ କରି ହତ୍ୟା କରିଛନ୍ତି। ମୃତ ପୋଲିସ୍ କର୍ମଚାରୀଙ୍କ ନାଁ ଜାଭେଦ ଅହମଦ। ସେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ। ଗୁରୁବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ତାଙ୍କୁ ସୋପିଆନ୍‌ରୁ ଅପହରଣ କରି ନେଇଥିଲେ। କୁଲଗାମରୁ ତାଙ୍କ ମୃତଦେହ ମିଳିଥିଲା। ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ ମୁଜାହିଦ୍ଦୀନ ତାଙ୍କୁ ହତ୍ୟା କରିଛି ବୋଲି ଦାବି କରିଛି। କିଛି ଦିନ ପୂର୍ବରୁ ଆତଙ୍କବାଦୀମାନେ ସେନାର ଜଣେ ଯବାନ ଔରାଙ୍ଗଜେବ୍‌ଙ୍କୁ ଅପହରଣ […]

kk

kk

Rakesh Mallick
  • Published: Friday, 06 July 2018
  • Updated: 06 July 2018, 11:56 AM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀମାନେ ପୁଣି ଜଣେ ପୋଲିସ୍ କର୍ମଚାରୀଙ୍କୁ ଅପହରଣ କରି ହତ୍ୟା କରିଛନ୍ତି। ମୃତ ପୋଲିସ୍ କର୍ମଚାରୀଙ୍କ ନାଁ ଜାଭେଦ ଅହମଦ। ସେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ।

ଗୁରୁବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ତାଙ୍କୁ ସୋପିଆନ୍‌ରୁ ଅପହରଣ କରି ନେଇଥିଲେ। କୁଲଗାମରୁ ତାଙ୍କ ମୃତଦେହ ମିଳିଥିଲା। ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ ମୁଜାହିଦ୍ଦୀନ ତାଙ୍କୁ ହତ୍ୟା କରିଛି ବୋଲି ଦାବି କରିଛି। କିଛି ଦିନ ପୂର୍ବରୁ ଆତଙ୍କବାଦୀମାନେ ସେନାର ଜଣେ ଯବାନ ଔରାଙ୍ଗଜେବ୍‌ଙ୍କୁ ଅପହରଣ କରି ହତ୍ୟା କରିଥିଲେ।

ମା’ଙ୍କ ପାଇଁ ଔଷଧ କିଣିବାକୁ ଯାଉଥିଲେ ଜାଭେଦ

ସୂଚନା ଅନୁଯାୟୀ, ଜାଭେଦ ଗତକାଲି ତାଙ୍କ ମା’ଙ୍କ ପାଇଁ ଔଷଧ ଆଣିବାକୁ ଏକ ଡାକ୍ତରଖାନାକୁ ଯାଉଥିବା ବେଳେ ତାଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଏକ କାର୍‌ରେ ତିନିରୁ ଚାରି ଜଣ ଆତଙ୍କବାଦୀ ଆସିଥିଲେ। ଆତଙ୍କବାଦୀମାନେ ଫାଙ୍କା ଗୁଳି ଚାଳନା କରିଥିଲେ। ସେମାନେ ବନ୍ଧୁକ ମୁନରେ ଧମକାଇ ଜାଭେଦଙ୍କୁ କାର୍‌ରେ ବସାଇ ନେଇ ଯାଇଥିଲେ। ଏସ୍‌ଏସ୍‌ପି ଶୈଳେନ୍ଦ୍ର କୁମାରଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି।

ଏଭଳି ଘଟଣା ନୂଆ ନୁହେଁ

ଦକ୍ଷିଣ କାଶ୍ମୀରର ସୋପିଆନ୍‌ରେ ଏଭଳି ଘଟଣା ନୂଆ ନୁହେଁ। ସୁରକ୍ଷା କର୍ମଚାରୀଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଆତଙ୍କବାଦୀମାନେ ଏ ଅଞ୍ଚଳରେ ଏମିତି କରି ଥାଆନ୍ତି। ଆତଙ୍କବାଦୀମାନେ ସବୁବେଳେ ନିରସ୍ତ୍ର ସୁରକ୍ଷାକର୍ମୀମାନଙ୍କୁ ଅପହରଣ କରି ନିଅନ୍ତି ଓ ହତ୍ୟା କରନ୍ତି।

ଗତମାସରେ ଔରାଙ୍ଗଜେବଙ୍କୁ ଅପହରଣ କରିଥିଲେ

ଆତଙ୍କବାଦୀମାନେ ଗତ ମାସରେ ଭାରତୀୟ ସେନାର ଯବାନ ଔରାଙ୍ଗଜେବ୍‌ଙ୍କୁ ଅପହରଣ କରିଥିଲେ। ଇଦ୍ ପାଇଁ ସେ ଛୁଟି ନେଇ ଘରକୁ ଯାଉଥିଲା ବେଳେ ତାଙ୍କୁ ଅପହରଣ କରାଯାଇଥିଲା। ଜୁନ୍ ୧୪ ତାରିଖ ସନ୍ଧ୍ୟାରେ ତାଙ୍କ ଗୁଳିବିଦ୍ଧ ମୃତଦେହ ପୁଲୱାମା ଜିଲ୍ଲାର ଗୁସ୍ସୁ ଗାଁରୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story