ଆଜି ଅପରାହ୍ନରେ ହେବନି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରେସମିଟ୍

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ପ୍ରତିଦିନ ଅପରାହ୍ୱ ୪ଟାରେ ହେଉଥିବା ସାମ୍ୱାଦିକ ସମ୍ମିଳନୀ ଆଜି ହେବନାହିଁ। ଆଜି କେନ୍ଦ୍ରୀୟ କ୍ୟାବିନେଟର ବୈଠକ ରହିଥିବାରୁ କରୋନା ପ୍ରେସମିଟ୍ ବାତିଲ୍ କରାଯାଇଛି। The daily Health Ministry briefing was cancelled because there is a cabinet meeting and the subsequent briefing this evening which will carry the health ministry related information. Additional information will be given in press […]

lav-agrawal

Subhransu Sekhar
  • Published: Wednesday, 22 April 2020
  • , Updated: 22 April 2020, 02:49 PM IST

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ପ୍ରତିଦିନ ଅପରାହ୍ୱ ୪ଟାରେ ହେଉଥିବା ସାମ୍ୱାଦିକ ସମ୍ମିଳନୀ ଆଜି ହେବନାହିଁ। ଆଜି କେନ୍ଦ୍ରୀୟ କ୍ୟାବିନେଟର ବୈଠକ ରହିଥିବାରୁ କରୋନା ପ୍ରେସମିଟ୍ ବାତିଲ୍ କରାଯାଇଛି।

https://twitter.com/ANI/status/1252858526180892672

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟରେ ଥିବା ତଥ୍ୟ ଅନୁଯାୟୀ ୨୪ ଘଣ୍ଟାରେ ଦେଶରେ ୧୩୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୦ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଦେଶରେ ଏଯାବତ ମୋଟ୍ ୧୯,୯୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଦେଇଛି।

Related story