ଓ୍ୱାଶିଂଟନ: ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ସକ୍ରିୟ ରହିଛନ୍ତି। ସୀମାରେ ୪୦ ଆତଙ୍କବାଦୀ ସଂଗଠନ ସକ୍ରିୟ ରହିଥିବା କହିଛନ୍ତି ଆମେରିକା ଗସ୍ତରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଆମେରିକାର ସାଂସଦ ମାନଙ୍କୁ ଉଦବୋଧନ ଦେବା ଅବସରରେ ନିଜ ଦେଶରେ ଆତଙ୍କବାଦୀ ସକ୍ରିୟ ରହିଛନ୍ତି ବୋଲି ମୁକ୍ତ କଣ୍ଠରେ ସ୍ଵୀକାର କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ।
ଆମେରିକାରେ ଅଲକାଏଦା କରିଥିବା ୯/୧୧ ଆତଙ୍କବାଦୀ ଆକ୍ରମଣ ଯୋଗୁ ପାକିସ୍ତାନର କିଛି କ୍ଷତି ହୋଇନଥିଲା ଏବଂ ଅଲ କାଏଦାର ପାକିସ୍ତାନରେ କୌଣସି ସଂଗଠନ ମଧ୍ୟ ନଥିଲା। ଏହା ସତ୍ତ୍ୱେ ତାଲିବାନ ବିରୋଧରେ ଆମେରିକାର ଯେଉଁ ଯୁଦ୍ଧ ଘୋଷଣା କରିଥିଲା, ସେଥିରେ ପାକିସ୍ତାନ ସାମିଲ ହୋଇଥିଲା ବୋଲି ଇମ୍ରାନ୍ ଖାନ୍ କହିଛନ୍ତି। ତେବେ ପାକିସ୍ତାନର ତତ୍କାଳୀନ ସରକାର କୌଣସି କାରଣରୁ ଆମେରିକାକୁ ସବୁ ତଥ୍ୟ ଦେଇନଥିଲା ବୋଲି ସେ ସ୍ଵୀକାର କରିଛନ୍ତି।
ଇମ୍ରାନ୍ ଆହୁରି କହିଛନ୍ତି ଆମେରିକା ସେନା ଯେତେବେଳେ ପାକିସ୍ତାନରେ ଲୁଚି ରହିଥିବା ଆତଙ୍କବାଦୀ ଓସାମା ବିନ୍ ଲାଡେନକୁ ଧରି ମାରିଥିଲା। ସେତେବେଳେ ତାଙ୍କୁ ବହୁତ ଖରାପ ଲାଗିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଅଖିଲେଶଙ୍କ ପରେ ଦିଲ୍ଲୀ ନିର୍ବାଚନରେ AAPକୁ ସମର୍ଥନ ଘୋଷଣା କଲେ ମମତା
ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଥମେ ଆପକୁ ସମର୍ଥନ ଘୋଷଣା କରିଥିଲା ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି। ଆଜି ତୃଣମୂଳ କଂଗ୍ରେସର ସମର୍ଥନ ପାଇଁ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇଲେ କେଜ୍ରିୱାଲ।
National
ପ୍ରତ୍ୟର୍ପଣ ଦାବି ଭିତରେ ଶେଖ ହସିନାଙ୍କ ଭିସା ଅବଧି ବଢ଼ାଇଲା ଭାରତ
ଡିସେମ୍ବର ୨୩ରେ ବାଂଲାଦେଶର ଅନ୍ତରୀଣ ସରକାର ବିଧିବଦ୍ଧ ଭାବେ ଭାରତକୁ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ଚିଠି ଲେଖିଥିଲେ। କିନ୍ତୁ ଏଯାଏ ଭାରତ ସରକାର ଏହା ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି।
National
ବାଲେଶ୍ୱର ଧୂର୍ତ୍ତକୁ ବାନ୍ଧିଲା ଲକ୍ଷ୍ନୌ ପୁଲିସ: ନିଜକୁ ଆର୍ମି କ୍ୟାପ୍ଟେନ କହୁଥିଲା, ମହିଳାଙ୍କୁ ଲୁଟୁଥିଲା
ପୁଲିସ୍ କହିଛି ଯେ ଗିରଫ ହୋଇଥିବା ୪୦ ବର୍ଷୀୟ ହାଇଦର ଅଲୀର ଘର ଓଡ଼ିଶାର ବାଲେଶ୍ୱରରେ। ତା’ର ପ୍ରକୃତ ନାଁ ହାଇଦର ହୋଇଥିଲେ ହେଁ ସେ ନିଜକୁ ହାର୍ଦ୍ଦିକ ବେଗଲୋ ଭାବେ ପରିଚୟ ଦେଉଥିଲା।
National
ଉତ୍ସବ ମଝିରେ ପାଗଳ ହେଲା ହାତୀ, ୨୦ ଆହତ
ପାଖରେ ଠିଆ ହୋଇଥିବା ମହୁନ୍ତ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଶୁଣି ନଥିଲା। ଏପରିକି ଜଣଙ୍କୁ ଶଣ୍ଢରେ ଉଠାଇ କଚାଡ଼ି ପିଙ୍ଗି ଦେଇଥିଲା ହାତୀ।
National
ବର-କନ୍ୟା ପୋଷାକ ପିନ୍ଧି ରାତି ସାରା ୨୬ତମ ବିବାହ ବାର୍ଷିକୀ ପାଳିଲେ, ସକାଳୁ ଜୀବନ ହାରିଦେଲେ
ରାତି ସାରା ଯେଉଁ ଦମ୍ପତି ନିଜର ବିବାହ ବାର୍ଷିକ ପାଳକ କରିଥିଲେ ସକାଳୁ ସେମାନେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି। ଉଭୟଙ୍କ ମୃତଦେହ ବିବାହ ପୋଷାକରେ ସେମାନଙ୍କ ଘର ଭିତରୁ ନାଗପୁର ପୁଲିସ୍ ଉଦ୍ଧାର କରିଛି।