ଦିଲ୍ଲୀମୁହାଁ ହେଲେ ଚାଷୀ, ଆଜି ମିଶନ୍‌ ସଂସଦ

ନୂଆଦିଲ୍ଲୀ:ଲାଲ୍‌ ଟୋପିର ଛାଉଣୀ ମଧ୍ୟରେ ଦିଲ୍ଲୀମୁହାଁ ହୋଇଛନ୍ତି ଚାଷୀ। ଉଦ୍ଦେଶ୍ୟ ରହିଛି ୫ ବର୍ଷ କ୍ଷମତାରେ ରହି ପୁଣି ଏକ ନିର୍ବାଚନ ଭେଟିବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ବାର୍ତ୍ତା ଦେବା। ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଏହି ଚାଷୀମାନେ ଦୁଇଦିନିଆ ଏକ ବିକ୍ଷୋଭ ପାଇଁ ଏକାଠି ହୋଇଛନ୍ତି। ତାଙ୍କର ପ୍ରମୁଖ ଦାବି ରହିଛି ଋଣ ଛାଡ଼ ଏବଂ କୃଷିଜାତ ଦ୍ରବ୍ୟର ଉଚିତ ମୂଲ୍ୟ। ନୂଆଦିଲ୍ଲୀର ୫ଟି ଭିନ୍ନ ଭିନ୍ନ ସ୍ଥାନରୁ ଏହି ଦାବି ନେଇ […]

farmer

farmer

Subrat Kumar Nayak
  • Published: Friday, 30 November 2018
  • Updated: 30 November 2018, 08:19 AM IST

Sports

Latest News

ନୂଆଦିଲ୍ଲୀ:ଲାଲ୍‌ ଟୋପିର ଛାଉଣୀ ମଧ୍ୟରେ ଦିଲ୍ଲୀମୁହାଁ ହୋଇଛନ୍ତି ଚାଷୀ। ଉଦ୍ଦେଶ୍ୟ ରହିଛି ୫ ବର୍ଷ କ୍ଷମତାରେ ରହି ପୁଣି ଏକ ନିର୍ବାଚନ ଭେଟିବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ବାର୍ତ୍ତା ଦେବା।

ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଏହି ଚାଷୀମାନେ ଦୁଇଦିନିଆ ଏକ ବିକ୍ଷୋଭ ପାଇଁ ଏକାଠି ହୋଇଛନ୍ତି। ତାଙ୍କର ପ୍ରମୁଖ ଦାବି ରହିଛି ଋଣ ଛାଡ଼ ଏବଂ କୃଷିଜାତ ଦ୍ରବ୍ୟର ଉଚିତ ମୂଲ୍ୟ। ନୂଆଦିଲ୍ଲୀର ୫ଟି ଭିନ୍ନ ଭିନ୍ନ ସ୍ଥାନରୁ ଏହି ଦାବି ନେଇ ସେମାନେ ରାମଲୀଲା ମୈଦାନ୍‌ମୁହାଁ ହୋଇଛନ୍ତି।

ସେମାନେ ଆଜି ସଂସଦମୁହାଁ ହେବାର ଅଛି ଏବଂ ସେମାନଙ୍କ ମୁକାବିଲା ପାଇଁ ୩୫୦୦ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ମୁଖ୍ୟତଃ ଓଡ଼ିଶା, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ତମାଲନାଡ଼ୁ ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରୁ ଆସିଥିବା ଏହି ଚାଷୀମାନେ ଦେଉଥିବା ବିଭିନ୍ନ ନାରା ମଧ୍ୟରେ ରହିଛି, “ଅଯୋଧ୍ୟା ନୁହେଁ, ଋଣଛାଡ଼ ଦରକାର”।

ଓଡ଼ିଶାରୁ ଆସିଥିବା ଭ୍ରମରବର ବିଶି ନାମକ ଜଣେ ଚାଷୀଙ୍କ କହିବା ଅନୁଯାୟୀ, “ମୁଁ ୩ ବର୍ଷ ତଳେ ୩ ଲକ୍ଷ ଟଙ୍କାର ଋଣ ନେଇଥିଲି ଏବଂ ଏଯାଏ ଶୁଝିପାରୁନି। ମୁଁ ଚାହେଁ ମୋର ଋଣଛାଡ଼ କରାଯାଉ।”

ଅନ୍ୟ ଜଣେ ଚାଷୀ କହିଛନ୍ତି ଯେ, ଆମେ ଯେଉଁ ପ୍ରଜାତିର ବିନ୍‌ ଚାଷ କରୁଛୁ ତା’ପାଇଁ ବଜାର ନାହିଁ। ତେଣୁ ଆମକୁ ବିନ୍ସ କିଲୋଗ୍ରାମ୍ ପିଛାଟଙ୍କେ କିମ୍ବା ଦିଟଙ୍କାରେ ବିକ୍ରି କରିବାକୁ ପଡ଼ୁଛି।

କେବଳ ତାମିଲନାଡ଼ୁରୁ ୧୨୦୦ ଚାଷଈ ଆସିଥିବାବେଳେ ସେମାନଙ୍କୁ ସଂସଦ ନଛଡ଼ାଗଲେ ଉଲଗ୍ନ ହୋଇ ଶୋଭାଯାତ୍ରା କରିବେ ବୋଲି ଧମକାଇଛନ୍ତି। ଗତ ଅକ୍ଟୋବର ୨ ତାରିଖରେ ଏଭଳି ଏକ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story