ଲଦାଖରେ ଉତ୍ତେଜନା ଜାରି, ୨୦ ଦିନ ମଧ୍ୟରେ ତିନିରୁ ଅଧିକ ଥର ଗୁଳି ବିନିମୟ

ଲଦାଖରେ ଉତ୍ତେଜନା ଜାରି ୨୦ ଦିନ ମଧ୍ୟରେ ତିନିରୁ ଅଧିକ ଥର ଗୁଳି ବିନିମୟ ୪୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏଲଏସିରେ ଗୁଳି ବିନିମୟ ସେପ୍ଟେମ୍ୱର ୧୦ରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ପରସ୍ପରକୁ ଭେଟିଥିଲେ ଲଦାଖ: ଲଦାଖରେ ଥିବା ଲାଇନ୍ ଅଫ୍ ଆକଚୁଆଲ୍ (ଏଲଏସି)ରେ ଚୀନ୍ ସହ ତିକ୍ତତା ବଢ଼ି ଚାଲିଛି। ସୀମା ନିକଟବର୍ତ୍ତୀ ଅଞ୍ଚଳରେ ପିପୁଲ୍ସ ଲିବରେସନ୍ ଆର୍ମିର ଗତିବିଧି ଉପରେ ଭାରତୀୟ ସେନା ନଜର ରଖିଛି। ଏହାରି ଭିତରେ ଗତ […]

army Convoy Ladakh

army Convoy Ladakh

Subhransu Sekhar
  • Published: Wednesday, 16 September 2020
  • Updated: 16 September 2020, 05:15 PM IST
  • ଲଦାଖରେ ଉତ୍ତେଜନା ଜାରି
  • ୨୦ ଦିନ ମଧ୍ୟରେ ତିନିରୁ ଅଧିକ ଥର ଗୁଳି ବିନିମୟ
  • ୪୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏଲଏସିରେ ଗୁଳି ବିନିମୟ
  • ସେପ୍ଟେମ୍ୱର ୧୦ରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ପରସ୍ପରକୁ ଭେଟିଥିଲେ

ଲଦାଖ: ଲଦାଖରେ ଥିବା ଲାଇନ୍ ଅଫ୍ ଆକଚୁଆଲ୍ (ଏଲଏସି)ରେ ଚୀନ୍ ସହ ତିକ୍ତତା ବଢ଼ି ଚାଲିଛି। ସୀମା ନିକଟବର୍ତ୍ତୀ ଅଞ୍ଚଳରେ ପିପୁଲ୍ସ ଲିବରେସନ୍ ଆର୍ମିର ଗତିବିଧି ଉପରେ ଭାରତୀୟ ସେନା ନଜର ରଖିଛି। ଏହାରି ଭିତରେ ଗତ ୨୦ ଦିନ ମଧ୍ୟରେ ଭାରତ ଏବଂ ଚୀନ୍ ମଧ୍ୟରେ ଉତ୍ତର ପାଙ୍ଗଙ୍ଗ ହ୍ରଦ ନିକଟରେ ଅତି କମରେ ତିନିରୁ ଅଧିକ ଧର ଗୁଳି ବିନିମୟ ହୋଇଛି। ପାଖାପାଖି ୧୦୦-୨୦୦ ରାଉଣ୍ଡ ଗୁଳି ଫାଇରିଂ ହୋଇଥିବା ଜଣାପଡ଼ିଛି। ୪୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏଲଏସିରେ ଗୁଳି ବିନିମୟ ହୋଇଥିବା କୁହାଯାଉଛି।

ପ୍ରଥମ ଘଟଣା ଅଗଷ୍ଟ ୨୯-୩୧ରେ ହୋଇଥିବା ଜଣାପଡ଼ିଛି। ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳ ନିକଟରେ ଥିବା ଉଚ୍ଚ ଅଞ୍ଚଳକୁ କବଜା କରିବା ପାଇଁ ଚୀନ୍ ଉଦ୍ୟମ କରିଥିଲା। ଏହି ସମୟରେ ଗୁଳିବିନିମୟ ହୋଇଥିଲା। ପରେ ଦ୍ୱିତୀୟ ଘଟଣା ସେପ୍ଟେମ୍ବର ୭ରେ ମୁଖପାରୀ ନିକଟରେ ଘଟିଥିଲା।  ତୃତୀୟ ଘଟଣା ୮ ସେପ୍ଟେମ୍ବରରେ ଉତ୍ତର ପାଙ୍ଗଙ୍ଗ ହ୍ରଦ ନିକଟରେ ଘଟିଥିଲା ବୋଲି ସେନା ସୂତ୍ରରୁ ଜଣାପଡ଼ିଛି। ଏହି ସମୟ ମଧ୍ୟରେ ଉଭୟ ପାର୍ଶ୍ୱରୁ ସୌନ୍ୟମାନେ ୧୦୦ରୁ ଅଧିକ ରାଉଣ୍ଡ ଗୁଳି ଚଳାଇଥିଲେ।

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମସ୍କୋରେ ଏସସିଓ ବୈଠକରେ ଚୀନ ପ୍ରତିପକ୍ଷଙ୍କ ସହିତ ଆଲୋଚନା କରୁଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି। ଏହି ବୈଠକରେ ଚୀନ୍ ପ୍ରତିପକ୍ଷଙ୍କୁ ଭେଟି ସୀମା ବିବାଦ ନେଇ ଆଲୋଚନା କରିଥିଲେ ଜୟଶଙ୍କର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story