ତିନି ଆତଙ୍କବାଦୀ ଗିରଫ୍, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ କରୁଛି ପୁଲିସ ପୁଲଓ୍ୱାମାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଶ୍ରୀନଗର: ଜମ୍ମୁ କଶ୍ମୀରର ଗାଣ୍ଡରବାଲା ଜିଲ୍ଲାରେ ତିନି ଆତଙ୍କବାଦୀ ଗିରଫ ହୋଇଛନ୍ତି। ସେପ୍ଟେମ୍ବର ୧୪ ଏବଂ ୧୫ ମଧ୍ୟରାତ୍ରିରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଏମାନେ ସାମିଲ୍ ଥିଲେ ବୋଲି ଜଣାପଡ଼ିଛି। ଗିରଫ ତିନି ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନର ବୋଲି ପୁଲିସ କହିଛି। ଆତଙ୍କବାଦୀଙ୍କ ନିକଟରୁ ପୁଲିସ ଅସ୍ତ୍ରଶସ୍ତ୍ର […]

terrorist

terrorist

Subhransu Sekhar
  • Published: Tuesday, 15 September 2020
  • Updated: 15 September 2020, 04:18 PM IST

Sports

Latest News

  • ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ
  • ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ କରୁଛି ପୁଲିସ
  • ପୁଲଓ୍ୱାମାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ

ଶ୍ରୀନଗର: ଜମ୍ମୁ କଶ୍ମୀରର ଗାଣ୍ଡରବାଲା ଜିଲ୍ଲାରେ ତିନି ଆତଙ୍କବାଦୀ ଗିରଫ ହୋଇଛନ୍ତି। ସେପ୍ଟେମ୍ବର ୧୪ ଏବଂ ୧୫ ମଧ୍ୟରାତ୍ରିରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଏମାନେ ସାମିଲ୍ ଥିଲେ ବୋଲି ଜଣାପଡ଼ିଛି। ଗିରଫ ତିନି ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନର ବୋଲି ପୁଲିସ କହିଛି।

ଆତଙ୍କବାଦୀଙ୍କ ନିକଟରୁ ପୁଲିସ ଅସ୍ତ୍ରଶସ୍ତ୍ର ଏବଂ ହ୍ୟାଣ୍ଡ ଗ୍ରେନେଡ ଉଦ୍ଧାର କରାଯାଇଛି। ପୁଲିସ ଏ ନେଇ ନିଜ ଆଡ଼ୁ ମାମଲା ରୁଜୁ କରିଛି।

ସେହିପରି ଆଉ ଏକ ଅପରେସନରେ ମଙ୍ଗଳବାର ଦକ୍ଷିଣ କଶ୍ମୀରର ଅବନ୍ତିପୋରାରେ ଅଲ-ବଦର ସଂଗଠନର ଡ୍ରେସ ପିନ୍ଧିଥିବା ବ୍ୟକ୍ତିଙ୍କୁ ପୁଲିସ ପ୍ରଥମେ ଅଟକ ରଖିଥିଲା। ପରେ ଏମାନେ ସଂପୃକ୍ତ ଆତଙ୍କବାଦୀ ସଂଗଠନର ସହଯୋଗୀ ବୋଲି ଜଣାପଡ଼ିବା ପରେ ପୁଲିସ ଗିରଫ କରିଛି। ଗିରଫ ଦୁଇ ଆତଙ୍କବାଦୀ ପାଖରୁ ଛଅ ଲକ୍ଷ ଟଙ୍କା ଜବତ କରାଯାଇଛି। ପୁଲିସ ସେମାନଙ୍କ ପାଖରୁ ବିପୁଳ ଅସ୍ତ୍ରଶସ୍ତ୍ର ସହିତ ଗାଡ଼ି ଜବତ କରିଛି।

ମଙ୍ଗଳବାର ସକାଳେ ମଧ୍ୟ ପୁଲଓ୍ନାମା ଜିଲ୍ଲାର ମାରୱାଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ଥିବା ସୂଚନା ପାଇ ଏବେ ପୁଲିସ ସଂପୃକ୍ତ ଅଞ୍ଚଳକୁ ଘେରିଯାଇ ସର୍ଚ୍ଚ ଅପରେସନ ଚଳାଇଛି। ଆତଙ୍କବାଦୀ ମଧ୍ୟ ସୁରକ୍ଷାକର୍ମୀଙ୍କ ଉପରକୁ ପାଲଟା ଗୁଳି ଚଳାଉଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story