ଗୁରୁବାରଠାରୁ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେଉଛି । ଗତ ମୌସୁମୀ ଅଧିବେଶନ ଭଳି ଏଥରର ଶୀତ ଅଧିବେଶନ ମଧ୍ୟ ସରଗରମ ହେବାର ସମ୍ଭାବନା ରହିଛି। ଅସହିଷ୍ଣୁତା ଏବଂ ଦରଦାମ ବୃଦ୍ଧିକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ଯୋଜନା କରିଥିବା ଜଣାପଡ଼ିଛି। କାରଣ ଗତ କିଛି ଦିନ ହେଲା ଏହି ପ୍ରସଙ୍ଗ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ଦେଖାଦେଇଛି। ପୂର୍ବରୁ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ଗୁଡ଼ିକ ଶୀତ ଅଧିବେଶନ ପାଇଁ ପ୍ରସ୍ତୁତି ବୈଠକ ସାରିଛନ୍ତି। […]

p_5

p_5

Rakesh Mallick
  • Published: Wednesday, 25 November 2015
  • Updated: 25 November 2015, 03:59 AM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେଉଛି । ଗତ ମୌସୁମୀ ଅଧିବେଶନ ଭଳି ଏଥରର ଶୀତ ଅଧିବେଶନ ମଧ୍ୟ ସରଗରମ ହେବାର ସମ୍ଭାବନା ରହିଛି। ଅସହିଷ୍ଣୁତା ଏବଂ ଦରଦାମ ବୃଦ୍ଧିକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ଯୋଜନା କରିଥିବା ଜଣାପଡ଼ିଛି। କାରଣ ଗତ କିଛି ଦିନ ହେଲା ଏହି ପ୍ରସଙ୍ଗ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ଦେଖାଦେଇଛି। ପୂର୍ବରୁ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ଗୁଡ଼ିକ ଶୀତ ଅଧିବେଶନ ପାଇଁ ପ୍ରସ୍ତୁତି ବୈଠକ ସାରିଛନ୍ତି। ଅନ୍ୟପଟେ ଶାସକ ଦଳ ମଧ୍ୟ ଜିଏସଟି ବିଲରେ ସଂସ୍କାର ଆଣିବା ପାଇଁ ଜୋରଦାର ପ୍ରୟାସ କରିବ।

ସେପଟେ ଆଜି ଦୁଇଟି ଭିନ୍ନ ଭିନ୍ନ ସର୍ବଦଳୀୟ ବୈଠକ ଡାକିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ଏମ୍ ଭେଙ୍କୟା ନାଇଡୁ ଓ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ। ବିଦେଶ ଗସ୍ତରୁ ଫେରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ୨ଟି ଯାକ ବୈଠକରେ ଅଧ୍ୟକ୍ଷତା କରିବେ। ସଂସଦର ଏହି ଶୀତ ଅଧିବେଶନ ଡିସେମ୍ୱର ୨୩ ଯାଏଁ ଚାଲିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story