ବାଘକୁ ମାରିଦେଲା ବାଘ

ଭୋପାଲ: ମଧ୍ୟପ୍ରଦେଶର କାହ୍ନା ଜାତୀୟ ଅଭୟାରଣ୍ୟରେ ଏକ ବୟସ୍କ ବାଘ ଅନ୍ୟ ଏକ ବାଘକୁ ମାରିଦେଇଥିବା ସୂଚନା ମିଳିଛି। କାହ୍ନା ବାଘ୍ର୍ୟ ଅଭୟାରଣ୍ୟରେ ଗତ ଦୁଇ ମାସରେ ଏଭଳି ଏହା ଦ୍ୱିତୀୟ ଘଟଣା। କାହ୍ନା ବାଘ୍ର୍ୟ ଅଭୟାରଣ୍ୟର ଫିଲ୍ଡ ଡାଇରେକ୍ଟର ଏଲ କ୍ରିଷ୍ଣମୂର୍ତ୍ତି ଏହି ଘଟଣାରେ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ୧୨ ବର୍ଷର ଟି୩୬ ନାମକ ଏହି ବାଘଟି ଅନ୍ୟ ବାଘ ସହ ଲଢ଼େଇରେ ମୃତ୍ୟୁବରଣ କରିଛି। ଏହି ଲଢ଼େଇ ଅଞ୍ଚଳ ଦଖଲକୁ ନେଇ ହୋଇଥାଇପାରେ […]

tiger

tiger

Subrat Kumar Nayak
  • Published: Friday, 22 March 2019
  • Updated: 22 March 2019, 09:23 PM IST

Sports

Latest News

ଭୋପାଲ: ମଧ୍ୟପ୍ରଦେଶର କାହ୍ନା ଜାତୀୟ ଅଭୟାରଣ୍ୟରେ ଏକ ବୟସ୍କ ବାଘ ଅନ୍ୟ ଏକ ବାଘକୁ ମାରିଦେଇଥିବା ସୂଚନା ମିଳିଛି। କାହ୍ନା ବାଘ୍ର୍ୟ ଅଭୟାରଣ୍ୟରେ ଗତ ଦୁଇ ମାସରେ ଏଭଳି ଏହା ଦ୍ୱିତୀୟ ଘଟଣା।

କାହ୍ନା ବାଘ୍ର୍ୟ ଅଭୟାରଣ୍ୟର ଫିଲ୍ଡ ଡାଇରେକ୍ଟର ଏଲ କ୍ରିଷ୍ଣମୂର୍ତ୍ତି ଏହି ଘଟଣାରେ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ୧୨ ବର୍ଷର ଟି୩୬ ନାମକ ଏହି ବାଘଟି ଅନ୍ୟ ବାଘ ସହ ଲଢ଼େଇରେ ମୃତ୍ୟୁବରଣ କରିଛି। ଏହି ଲଢ଼େଇ ଅଞ୍ଚଳ ଦଖଲକୁ ନେଇ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

ଏକ ପ୍ୟାଟ୍ରୋଲିଂ ପାର୍ଟି ଗୁରୁବାର ଦିନ ବାଘଟିର ମୃତଦେହ ପାଇଥିଲେ। କାହ୍ନା ବାଘ୍ର୍ୟ ଅଭୟାରଣ୍ୟର କିସିଲ୍‌ ଜୋନ୍‌ରେ ପ୍ୟାଟ୍ରୋଲିଂ ସମୟରେ ୮ ବର୍ଷ ବୟସର ଟି୫୬ ନାମକ ଅନ୍ୟ ଏକ ବାଘ ମୃତ ବାଘର ଶବକୁ ଖାଉଥିବାର ଦେଖିବାକୁ ପାଇଥିଲେ।

ଗତ ଜାନୁଆରୀ ମାସରେ ଏକ ବାଘ ଏକ ବାଘୁଣୀକୁ ମାରିଦେଇଥିଲା। ଆଜିର ଘଟଣା ପରେ ଜଙ୍ଗଲ ବିଭାଗ ଚିନ୍ତାରେ ପଡ଼ିଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story