ଅଗଷ୍ଟ ୧୨ ପର୍ଯ୍ୟନ୍ତ ଟାଇମ୍ ଟେବଲ ଟ୍ରେନ୍ ବାତିଲ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଗଷ୍ଟ ୧୨ ପର୍ଯ୍ୟନ୍ତ ଦେଶରେ ଟାଇମ୍ ଟେବଲ ଟ୍ରେନ୍ ବାତିଲ୍। ସମସ୍ତ ମେଲ୍/ଏକ୍ସପ୍ରେସ୍, ପାସେଞ୍ଜର ଟ୍ରେନ୍ ବାତିଲ୍। ଜୁଲାଇ ୧ରୁ ଅଗଷ୍ଟ ୧୨ ମଧ୍ୟରେ ଟାଇମ୍ ଟେବଲ ଟ୍ରେନ୍ ବାତିଲ୍। ଟିକେଟ୍ ବାବଦ ସମସ୍ତ ଅର୍ଥ ଫେରାଇ ଦିଆଯିବା ନେଇ ଘୋଷଣା କରାଯାଇଛି । ଏବେ ଚାଲୁଥିବା ସ୍ପେଶାଲ ରାଜଧାନୀ/ ମେଲ୍/ଏକ୍ସପ୍ରେସ୍ ଚାଲିବ। କରୋନା ଭାଇରସର ପ୍ରକୋପ ବଢ଼ୁଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

train-2

Tapas Behera
  • Published: Thursday, 25 June 2020
  • , Updated: 27 June 2020, 04:12 PM IST

Related story