ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଆଜି ସଂସଦରେ ୨୦୨୦-୨୧ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ। ଶିଥିଳ ଅର୍ଥନୀତିକୁ ପ୍ରଗତିଶୀଳ କରିବା ଲାଗି କି ପଦକ୍ଷେପ ନେଇଛନ୍ତି ଅର୍ଥମନ୍ତ୍ରୀ ଏବେ ତା’ ଉପରେ ପୂରା ଦେଶର ନଜର ରହିଛି। ଅର୍ଥନୈତିକ ଅଭିବୃଦ୍ଧିରେ ବାଧକ ସାଜିଥିବା ଅଟୋମୋବାଇଲ, ରିୟଲ ଇଷ୍ଟେଟ ଓ ଫିନାନ୍ସ ସେକ୍ଟରରେ ସ୍ଫୁର୍ତ୍ତି ଫେରାଇବା ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ। ଅଭିବୃଦ୍ଧି ତ୍ୱରାନ୍ୱିତ ଲାଗି ଘରୋଇ ଚାହିଦା ବୃଦ୍ଧି ଓ ଖାଉଟୀଙ୍କ ହାତକୁ ସିଧାସଳଖ ଅର୍ଥଦେବା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ।
ତେବେ ସୀତାରମଣଙ୍କ ଷ୍ଟ୍ରାଟେଜି କ’ଣ ରହିଛି, ଅର୍ଥନୀତିକୁ ବିକାଶ ରାସ୍ତାରେ ଫେରାଇ ଆଣିବା ଲାଗି କେଉଁ କେଉଁ କ୍ଷେତ୍ରକୁ ଫୋକସରେ ରଖିଛନ୍ତି, ଆଜି ବଜେଟ୍ ଉପସ୍ଥାପନ ହେବା ପରେ ତାହା ସ୍ପଷ୍ଟ ହେବ। ସୀତାରମଣ ଓ ତାଙ୍କ ଟିମର ବଡି ଲାଙ୍ଗୁଏଜ୍ ବଜେଟକୁ ନେଇ କିଛି ସକାରାତ୍ମକ ସଂକେତ ଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଖାରଜ
ଅନାସ୍ଥା ପ୍ରସ୍ତାବରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ନାମର ବନାନ ଭୁଲ ଲେଖାହୋଇଥିଲା। ପ୍ରସ୍ତାବ ଆଗତ ହେବା ପୂର୍ବରୁ ୧୪ ଦିନିଆ ନୋଟିସ ଦିଆଯାଇନଥିଲା।
National
ଖଡ଼ଗେ ଆଣିଲେ ଅଭିଯୋଗ: କହିଲେ, ବିଜେପି ସାଂସଦ ଠେଲିଦେଲେ, ମୋ ଆଣ୍ଠୁରେ ଲାଗିଛି ଆଘାତ
ମୁହଁ ଖୋଲିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ତାଙ୍କୁ ବି ଠେଲାପେଲା ହୋଇଥବା ଅଭିଯୋଗ ଆଣି ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି।
National
ରାହୁଲଙ୍କୁ ଚାରିଆଡୁ ଟାର୍ଗେଟ୍: ବିଜେପି ନେତା କହିଲେ, ସଂସଦ ଇତିହାସରେ ଏହା କଳା ଦିନ
ଆମ୍ବେଦକର ପ୍ରସଙ୍ଗକୁ ନେଇ ଆଜି ବିରୋଧୀ ସଦସ୍ୟ ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ହୋଇଥିଲା ଠେଲାପେଲା। ଏଥିରେ ବିଜେପିର ଦୁଇ ଜଣ ସାଂସଦ ଆହତ ହୋଇଛନ୍ତି। ଅଭିଯୋଗ ହେଉଛି ଯେ, କୁଆଡେ ରାହୁଲ ଗାନ୍ଧି ସେମାନଙ୍କୁ ଧକ୍କା ଦେଇଛନ୍ତି। ଏବେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି।
National
ପ୍ରବଳ ଥଣ୍ଡାରେ ଚେତାଶୂନ୍ୟ ହୋଇପଡ଼ିଲେ ବର, ବିବାହ ଭାଙ୍ଗି ଦେଲେ କନିଆଁ
ପ୍ରବଳ ଥଣ୍ଡା ଏବଂ ଶୀତ ଲହରି ମଧ୍ୟରେ ଜଣେ ଯୁବକଙ୍କୁ ବିବାହ କରିବା ମହଙ୍ଗା ପଡିଛି। ଥଣ୍ଡା ଯୋଗୁ ତାଙ୍କ ବିବାହ ହେବା ପୂର୍ବରୁ ଭାଙ୍ଗି ଯାଇଛି।
National
ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ, କହିଲେ- ମୋତେ ରାହୁଲ ଗାନ୍ଧି ଠେଲିଦେଲେ
ଆଜି ସଂସଦ ଶିଡ଼ିରୁ ପଡ଼ି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଛନ୍ତି। ସାଂସଦ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ।