ଦେଶ ପାଳୁଛି ସହିଦ ଦିବସ; ମନେ ପକାଉଛି ଭଗତ ସିଂହ, ରାଜଗୁରୁ ଓ ସୁଖଦେବଙ୍କୁ

ନୂଆଦିଲ୍ଲୀ: ଆଜି ହେଉଛି ସହିଦ ଦିବସ। ୧୯୩୧ରେ ଆଜିର ଦିନରେ ଇଂରେଜମାନେ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ, ରାଜଗୁରୁ ଓ ସୁଖଦେବଙ୍କୁ ଫାଶୀ ଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଦେଶ ପାଇଁ ସହିତ ହୋଇଥିବା ଏହି ତିନି ସଂଗ୍ରାମୀଙ୍କୁ ସ୍ମରଣ କରିଛନ୍ତି। ସେ ଲେଖିଛନ୍ତି, ସେମାନଙ୍କ ବଳିଦାନ ଓ ସାହସକୁ ଦେଶ କେବ ଭୁଲି ପାରିବ ନାହିଁ। Remembering Bhagat Singh, Rajguru & Sukhdev on the day of […]

bhagat

Rakesh Mallick
  • Published: Thursday, 23 March 2017
  • , Updated: 23 March 2017, 12:17 PM IST

ନୂଆଦିଲ୍ଲୀ: ଆଜି ହେଉଛି ସହିଦ ଦିବସ। ୧୯୩୧ରେ ଆଜିର ଦିନରେ ଇଂରେଜମାନେ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ, ରାଜଗୁରୁ ଓ ସୁଖଦେବଙ୍କୁ ଫାଶୀ ଦେଇଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଦେଶ ପାଇଁ ସହିତ ହୋଇଥିବା ଏହି ତିନି ସଂଗ୍ରାମୀଙ୍କୁ ସ୍ମରଣ କରିଛନ୍ତି। ସେ ଲେଖିଛନ୍ତି, ସେମାନଙ୍କ ବଳିଦାନ ଓ ସାହସକୁ ଦେଶ କେବ ଭୁଲି ପାରିବ ନାହିଁ।

https://twitter.com/narendramodi/status/844728677359333377

 

Related story