୨୦୧୭ ସିଆରପିଏଫ୍‌ କ୍ୟାମ୍ପ୍‌ ଆକ୍ରମଣ ଘଟଣାର ମାଷ୍ଟର୍‌ ମାଇଣ୍ଡ୍‌ ନିହତ

ଶ୍ରୀନଗର: ଜମ୍ମୁ କଶ୍ମୀର ପୁଲଓ୍ୱାମା ଜିଲ୍ଲାରେ ଆଜି ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ୩ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ଏଥିରେ ଜଣେ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଛି। ମୃତ ୩ ଆତଙ୍କବାଦୀଙ୍କ ମଧ୍ୟରୁ ନସିର ପଣ୍ଡିତ୍ ଓ ଉମର ମୀର ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ଅନ୍ୟଜଣେ ଖିଲାଦୀ ଭାଇ ପାକିସ୍ତାନର ବୋଲି ଜଣାପଡ଼ିଛି। ଖିଲାଦି ଜୈଶ-ଏ-ମହମ୍ମଦ ସଂଗଠନର କମାଣ୍ଡର […]

terrorist attack

terrorist attack

Subhransu Sekhar
  • Published: Thursday, 16 May 2019
  • Updated: 16 May 2019, 12:45 PM IST

Sports

Latest News

ଶ୍ରୀନଗର: ଜମ୍ମୁ କଶ୍ମୀର ପୁଲଓ୍ୱାମା ଜିଲ୍ଲାରେ ଆଜି ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ୩ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ଏଥିରେ ଜଣେ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଛି।

ମୃତ ୩ ଆତଙ୍କବାଦୀଙ୍କ ମଧ୍ୟରୁ ନସିର ପଣ୍ଡିତ୍ ଓ ଉମର ମୀର ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ଅନ୍ୟଜଣେ ଖିଲାଦୀ ଭାଇ ପାକିସ୍ତାନର ବୋଲି ଜଣାପଡ଼ିଛି। ଖିଲାଦି ଜୈଶ-ଏ-ମହମ୍ମଦ ସଂଗଠନର କମାଣ୍ଡର ବୋଲି ଜଣାପଡ଼ିଛି। ୨୦୧୭ରେ ସିଆରପିଏଫ କ୍ୟାମ୍ପ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଖିଲାଦି ମାଷ୍ଟର ମାଇଣ୍ଡ ଥିଲା। ଲେଥୋପରାରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିଲେ।

ଆଜି ଏହି ଗୁଳି ବିନିମୟ ବେଳେ ପ୍ରାଣ ହରାଇଥିବା ସ୍ଥାନୀୟ ବାସିନ୍ଦାଙ୍କ ନାଁ ରଇସ ଅହମ୍ମଦ ଡର୍‌। ତାଙ୍କ ଭାଇ ମହମ୍ମଦ ୟୁନିସ ଆହତ ହୋଇଥିବା ସୂଚନା ମିଳିଛି।

ଆଜି ସକାଳେ ପୁଲଓ୍ୱାମା ଜିଲ୍ଲାର ଡଲିପୋରାରେ ଗୋଟିଏ ଘରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀମାନଙ୍କୁ ସୂଚନା ମିଳିଥିଲା। ଏହାପରେ ସିଆରପିଏଫ, ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ମିଳିତ ଭାବରେ ସଂପୃକ୍ତ ଅଞ୍ଚଳକୁ ଘେରି ସର୍ଚ୍ଚ ଅପରେସନ କରିଥିଲେ। ସର୍ଚ୍ଚ ଅପରେଶନ୍ ବେଳେ ଆତଙ୍କବାଦୀଙ୍କ ସହିତ ସେମାନଙ୍କର ଗୁଳିବିନିମୟ ହୋଇଥିଲା। ଏହା ପରେ ପୁଲଓ୍ୱାମା ସହରରେ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ସାମୟିକ ଭାବେ ମୋବାଇଲ୍‌ ଇଣ୍ଟରନେଟ୍ ସେବା ଉପରେ ରୋକ୍ ଲଗାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story