ପାକିସ୍ତାନୀ ତାଲିବାନ୍ କମାଣ୍ଡର ରଇସ୍ ଖାନ୍ ନିହତ

କାବୁଲ: ଆଫଗାନ୍‌ ସୁରକ୍ଷାକର୍ମୀଙ୍କ ହାତରେ ପାକିସ୍ତାନୀ ତାଲିବାନ୍ କମାଣ୍ଡର ରଇସ ଖାନଙ୍କ ସମେତ ୧୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ରବିବାର ଏହି ସୂଚନା ମିଳିଛି। ରଇସ୍ ଖାନ୍‌ ଓରଫ ଆଜମ୍‌ ଖାନ୍‌ ତାରିକ୍‌ ଉପରେ ଭାରତୀୟ ମୁଦ୍ରାରେ ୨କୋଟି ଟଙ୍କାର ପୁରସ୍କାର ରହିଥିଲା। ଆଫଗାନ୍ ସେନାର ଜଣେ ଉଚ୍ଚପଦସ୍ଥ କର୍ମଚାରୀ କହିଛନ୍ତି,“ପାକ୍ତିକା ପ୍ରଦେଶରେ ପାକିସ୍ତାନ ତାଲିବାନ୍‌ର ଟପ୍ କମାଣ୍ଡର ଆଜମ୍‌ ଖାନ୍‌ଙ୍କ ସହିତ ୧୦ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।”

top-ttp-commander-killed-in-afghanistan

Rakesh Mallick
  • Published: Monday, 26 September 2016
  • , Updated: 04 May 2017, 03:44 PM IST

କାବୁଲ: ଆଫଗାନ୍‌ ସୁରକ୍ଷାକର୍ମୀଙ୍କ ହାତରେ ପାକିସ୍ତାନୀ ତାଲିବାନ୍ କମାଣ୍ଡର ରଇସ ଖାନଙ୍କ ସମେତ ୧୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ରବିବାର ଏହି ସୂଚନା ମିଳିଛି।

ରଇସ୍ ଖାନ୍‌ ଓରଫ ଆଜମ୍‌ ଖାନ୍‌ ତାରିକ୍‌ ଉପରେ ଭାରତୀୟ ମୁଦ୍ରାରେ ୨କୋଟି ଟଙ୍କାର ପୁରସ୍କାର ରହିଥିଲା।

ଆଫଗାନ୍ ସେନାର ଜଣେ ଉଚ୍ଚପଦସ୍ଥ କର୍ମଚାରୀ କହିଛନ୍ତି,“ପାକ୍ତିକା ପ୍ରଦେଶରେ ପାକିସ୍ତାନ ତାଲିବାନ୍‌ର ଟପ୍ କମାଣ୍ଡର ଆଜମ୍‌ ଖାନ୍‌ଙ୍କ ସହିତ ୧୦ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।”

Related story