ନେତାଙ୍କ ମିମିକ୍ରି କରିବାରୁ ବାନ୍ଧିନେଲା ପୁଲିସ

ଅହମଦାବାଦ: ନେତାଙ୍କର ପରିହାସମୁଳକ ମିମିକ୍ରି କରି ଜଣେ ଖେଳଣା ବିକାଳିକୁ ହଟହଟା ହେବାକୁ ପଡ଼ିଛି। ସୁରତ ରେଲଓ୍ୱେ ଷ୍ଟେସନରେ ଅବଧେଶ ଦୁବେ ନାମକ ଜଣେ ଉଠା ଦୋକାନୀ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଯାଇ ନେତାଙ୍କ ମିମିକ୍ରି କରି ରେଲଓ୍ୱେ ଷ୍ଟେସନ ଓ ଟ୍ରେନରେ ଖେଳଣା ବିକ୍ରି କରନ୍ତି। ଏହି ମିମିକ୍ରିର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ରେଲଓ୍ୱେ ସୁରକ୍ଷା ଫୋର୍ସ (ଆରପିଏଫ) ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆରପିଏଫ ଶୁକ୍ରବାର ଦିନ ଅବଧେଶଙ୍କୁ […]

Avdesh_Dubey

Avdesh_Dubey

Subhransu Sekhar
  • Published: Sunday, 02 June 2019
  • Updated: 02 June 2019, 03:58 PM IST

Sports

Latest News

ଅହମଦାବାଦ: ନେତାଙ୍କର ପରିହାସମୁଳକ ମିମିକ୍ରି କରି ଜଣେ ଖେଳଣା ବିକାଳିକୁ ହଟହଟା ହେବାକୁ ପଡ଼ିଛି। ସୁରତ ରେଲଓ୍ୱେ ଷ୍ଟେସନରେ ଅବଧେଶ ଦୁବେ ନାମକ ଜଣେ ଉଠା ଦୋକାନୀ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଯାଇ ନେତାଙ୍କ ମିମିକ୍ରି କରି ରେଲଓ୍ୱେ ଷ୍ଟେସନ ଓ ଟ୍ରେନରେ ଖେଳଣା ବିକ୍ରି କରନ୍ତି। ଏହି ମିମିକ୍ରିର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ରେଲଓ୍ୱେ ସୁରକ୍ଷା ଫୋର୍ସ (ଆରପିଏଫ) ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଆରପିଏଫ ଶୁକ୍ରବାର ଦିନ ଅବଧେଶଙ୍କୁ ଗିରଫ କରିଥିଲା। ଆଜି ସ୍ଥାନୀୟ କୋର୍ଟରେ ଆରପିଏଫ ଅବଧେଶକୁ ହାଜର କରିବା ପରେ ୧୦ ଦିନିଆ ବିଚାର ବିଭାଗୀୟ ତଦନ୍ତ ପାଇଁ ପଠାଇ ଦେଇଛି। ଏଥିସହ ୩, ୫୦୦ ଟଙ୍କା ଜୋରିମାନା ଦେବାକୁ ଅବଧେଶଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ଥାନୀୟ କୋର୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story