ମଧ୍ୟପ୍ରଦେଶ: ଟ୍ରେନି ମହିଳା ସବ୍-ଇନ୍ସପେକ୍ଟରଙ୍କ ମୃତ୍ୟୁ; ପୋଲିସ୍ କହିଲା ବ୍ୟାପମ୍ ଦୁର୍ନୀତି ସହିତ ସଂପର୍କ ନାହିଁ

ଭୋପାଳ: ବହୁ ଚର୍ଚ୍ଚିତ ବ୍ୟାପକ ଦୁର୍ନୀତି ମାମଲା ସହିତ ଜଡ଼ିତ ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସେ ଜଣେ ମହିଳା ଟ୍ରେନି ସବ୍-ଇନ୍ସପେକ୍ଟର। ତାଙ୍କ ନାଁ ଅନାମିକା କୁଶୱାହା (୨୫)। ସେ ପୋଖରୀରକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ଆଉ ଏହା ସହିତ ଗତ ତିନି ଦିନରେ ଏହି ଦୁର୍ନୀତି ମାମଲା ସହିତ କୌଣସି ନା କୌଣସି ପ୍ରକାରେ ଜଡ଼ିତ ତିନି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲାଣି। ଶନିବାର ଏହି ଦୁର୍ନୀତି ନେଇ ବରାବର ଅନୁସନ୍ଧାନ […]

sagar

sagar

Rakesh Mallick
  • Published: Monday, 06 July 2015
  • Updated: 06 July 2015, 11:45 AM IST

Sports

Latest News

ଭୋପାଳ: ବହୁ ଚର୍ଚ୍ଚିତ ବ୍ୟାପକ ଦୁର୍ନୀତି ମାମଲା ସହିତ ଜଡ଼ିତ ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସେ ଜଣେ ମହିଳା ଟ୍ରେନି ସବ୍-ଇନ୍ସପେକ୍ଟର। ତାଙ୍କ ନାଁ ଅନାମିକା କୁଶୱାହା (୨୫)। ସେ ପୋଖରୀରକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ଆଉ ଏହା ସହିତ ଗତ ତିନି ଦିନରେ ଏହି ଦୁର୍ନୀତି ମାମଲା ସହିତ କୌଣସି ନା କୌଣସି ପ୍ରକାରେ ଜଡ଼ିତ ତିନି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲାଣି। ଶନିବାର ଏହି ଦୁର୍ନୀତି ନେଇ ବରାବର ଅନୁସନ୍ଧାନ ମୂଳକ ରିପୋର୍ଟ ଲେଖୁଥିବା ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିବା ବେଳେ ରବିବାର ଦିଲ୍ଲୀର ଏକ ହୋଟେଲ ରୁମରୁ ମିଳିଥିଲା ଜବଲପୁର ମେଡିକାଲ କଲେଜର ଡିନ୍ ଡ. ଅରୁଣ ଶର୍ମାଙ୍କ ମୃତ ଦେହ। ଆଉ ସୋମବାର ଜଣେ ମହିଳା ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୫ଟା ବେଳେ ସାଗର ପୋଲିସ୍ ଏକାଡେମୀ ନିକଟରେ ଥିବା ଏକ ପୋଖରୀକୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି। ସେ ତାଙ୍କ ରୁମରେ ନଥିବାରୁ ତାଙ୍କୁ ଖୋଜା ଯାଇଥିଲା। ପରେ ଉକ୍ତ ପୋଖରୀରୁ ତାଙ୍କ ମୃତଦେହ ମିଳିଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ୍ ଏକାଡେମୀ ସ୍ଥିତ ତାଙ୍କ ରୁମକୁ ସିଲ୍ କରି ଦେଇଛି ପୋଲିସ୍। ଅନାମିକା କୌଣସି ସୁସାଇଡାଲ୍ ନୋଟ୍ ଛାଡ଼ି ଯାଇ ନାହାନ୍ତି। ତେଣୁ ତଦନ୍ତ ପରେ ହିଁ ତାଙ୍କ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିବ ବୋଲି ପୋଲିସ୍ କହିଛି।

ଅନାମିକା ମଧ୍ୟପ୍ରଦେଶର ସୁରୈନାର ବାସିନ୍ଦା ଥିଲେ। ସେ ବିବାହିତା। ବ୍ୟାପମ୍ ଜରିଆରେ ସେ ସବ-ଇନ୍ସପେକ୍ଟର ପଦବୀ ପାଇଁ ମନୋନୀତ ହୋଇଥିଲେ।

ପ୍ରାଥମିକ ଭାବେ ପୋଲିସ୍ ଏହାକୁ ଏକ ଆତ୍ମହତ୍ୟା ଘଟଣା ବୋଲି କହିଥିବା ବେଳେ ବ୍ୟାପମ୍ ଦୁର୍ନୀତି ସହିତ ଏହାର କୌଣସି ପ୍ରକାର ସଂପର୍କକୁ ଖଣ୍ଡନ କରିଛି। ପୋଲିସ୍ ପକ୍ଷରୁ କୁହାଯାଇଛି ଯେ ସବ୍-ଇନ୍ସପେକ୍ଟର ପଦବୀ ପାଇଁ ତାଙ୍କର ଚୟନର ବ୍ୟାପମ୍ ଦୁର୍ନୀତି ସହିତ କୌଣସି ସଂପର୍କ ନାହିଁ। ସେ ବ୍ୟାପମ୍ ଦୁର୍ନୀତିର ସନ୍ଦିଗ୍ଧ ହିତାଧିକାରୀ ନଥିଲେ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଦୁଃଖ ପ୍ରକାଶ କରିଛନ୍ତି। ତେବେ ମହିଳା ସବ୍-ଇନ୍ସପେକ୍ଟରଙ୍କ ମୃତ୍ୟୁକୁ ବ୍ୟାପମ ଦୁର୍ନୀତି ସହିତ ଯୋଡ଼ି ଦେଖାଯିବା ଅନୁଚିତ୍। ସବୁ ମୃତ୍ୟୁ ଘଟଣାକୁ ବ୍ୟାପମ୍ ଦୁର୍ନୀତି ଘଟଣା ସହିତ ଯୋଡ଼ିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଏହି ଦୁର୍ନୀତି ମାମଲା ସହିତ ଜଡ଼ିତ ପ୍ରାୟ ୪୫ ଜଣ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story