ଟ୍ରେନ୍‌ଠୁ ବି ଶସ୍ତା ବିମାନ ଯାତ୍ରା: କେମିତି, ପଢ଼ନ୍ତୁ

ନୂଆଦିଲ୍ଲୀ: ଦିନ ଥିଲା ବିମାନ ସେବା ମହଙ୍ଗା ଥିଲା। ଗରିବଙ୍କ ପାଇଁ ବିମାନ ଯାତ୍ରା ଦିବାସ୍ୱପ୍ନ ଥିଲା। ମାତ୍ର ଭାରତ ସରକାରଙ୍କ ନୂଆ ନୀତି ଯୋଗୁ ଆଜି ବିମାନ ଯାତ୍ରା ଏକ୍ସପ୍ରେସ୍‌ ଟ୍ରେନ୍‌ ଯାତ୍ରାଠାରୁ ବି ଶସ୍ତା ହୋଇଛି। ସେଥିପାଇଁ ବର୍ତ୍ତମାନ ସ୍ଥିତିରେ ଲୋକଙ୍କର ପ୍ରଥମ ପସନ୍ଦ ହେଉଛି ବିମାନ ଯାତ୍ରା। କହିବାକୁ ଗଲେ, ଏଠି ଆଉ ଗରିବ ଓ ଧନୀ ଭିତରେ କିଛି ଅନ୍ତର ନାହିଁ। ସମସ୍ତେ ବିମାନରେ ଯାତ୍ରା କରିବାର ସୌଭାଗ୍ୟ ଅର୍ଜନ କରିପାରୁଛନ୍ତି। […]

aeroplane_660_031618051422

aeroplane_660_031618051422

Rakesh Mallick
  • Published: Saturday, 07 July 2018
  • Updated: 07 July 2018, 06:29 PM IST

Sports

Latest News

ନୂଆଦିଲ୍ଲୀ: ଦିନ ଥିଲା ବିମାନ ସେବା ମହଙ୍ଗା ଥିଲା। ଗରିବଙ୍କ ପାଇଁ ବିମାନ ଯାତ୍ରା ଦିବାସ୍ୱପ୍ନ ଥିଲା। ମାତ୍ର ଭାରତ ସରକାରଙ୍କ ନୂଆ ନୀତି ଯୋଗୁ ଆଜି ବିମାନ ଯାତ୍ରା ଏକ୍ସପ୍ରେସ୍‌ ଟ୍ରେନ୍‌ ଯାତ୍ରାଠାରୁ ବି ଶସ୍ତା ହୋଇଛି। ସେଥିପାଇଁ ବର୍ତ୍ତମାନ ସ୍ଥିତିରେ ଲୋକଙ୍କର ପ୍ରଥମ ପସନ୍ଦ ହେଉଛି ବିମାନ ଯାତ୍ରା। କହିବାକୁ ଗଲେ, ଏଠି ଆଉ ଗରିବ ଓ ଧନୀ ଭିତରେ କିଛି ଅନ୍ତର ନାହିଁ। ସମସ୍ତେ ବିମାନରେ ଯାତ୍ରା କରିବାର ସୌଭାଗ୍ୟ ଅର୍ଜନ କରିପାରୁଛନ୍ତି। ଭାରତ ସରକାରଙ୍କ ନୂଆ ନୀତି ଓ ବିମାନ ସେବା କ୍ଷେତ୍ରରେ ଦ୍ରୁତ ପ୍ରଗତି ଯୋଗୁ ଏହା ସମ୍ଭବ ହୋଇପାରିଛି। ମିଳିଥିବା ସୂଚନା ମୁତାବକ ଚଳିତବର୍ଷ ଜୁନ୍‌ ମାସରେ ବିମାନ ଯାତ୍ରୀଙ୍କ ସଂଖ୍ୟା ୧୯.୬ ପ୍ରତିଶତ ବୃଦ୍ଧି ପାଇଛି। ତେବେ ଏହି ସେବା ସମସ୍ତଙ୍କ ପାଇଁ ନୁହେଁ। ଯେଉଁ ଯାତ୍ରୀମାନେ ବିମାନରେ ଇକୋନମୀ କ୍ଲାସରେ ଯାତ୍ରା ପାଇଁ ମାସେ ତଳେ ଟିକେଟ୍‌ କରିଥିବେ, ସେମାନେ ଏହି ସୁବିଧା ପାଇପାରିବେ।
ଆସନ୍ତୁ ନଜର ପକାଇବା
ଦିଲ୍ଲୀରୁ କୌଣସି ଯାତ୍ରୀ ରାଜଧାନୀ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ମାୟାନଗରୀ ମୁମ୍ୱାଇ ଗଲେ ଥାର୍ଡ ଏସିରେ ୨୨୪୫ ଟଙ୍କା, ସେକେଣ୍ଡ୍‌ କ୍ଲାସ୍‌ ଏସିରେ ୩୧୧୦ ଟଙ୍କା ଓ ପ୍ରଥମ ଶ୍ରେଣୀ ଏସିରେ ୪୭୬୦ ଟଙ୍କା ଦେବାକୁ ପଡୁଛି। ଯଦି ସେ ବିମାନର ଇକୋନମୀ କ୍ଲାସ୍‌ରେ ଯାତ୍ରା କରନ୍ତି, ତେବେ ତାଙ୍କୁ ମାତ୍ର ୨୯୨୦ ଟଙ୍କା ଦେବାକୁ ପଡ଼ିବ।
ସେହିପରି ରାଜଧାନୀ ଏକ୍ସପ୍ରେସ୍‌ରେ କୋଲକାତାରୁ ଦିଲ୍ଲୀ ଯାତ୍ରା କଲେ ଥାର୍ଡ ଏସି ପାଇଁ ୨୩୦୦, ସେକେଣ୍ଡ୍‌ ଏସିରେ ୩୧୯୦ ଓ ପ୍ରଥମ ଶ୍ରେଣୀ ଏସିରେ ୪୯୧୦ ଟଙ୍କା ଦେବାକୁ ପଡ଼ିବ। ମାତ୍ର ବିମାନର ଇକୋନମୀ କ୍ଲାସ୍‌ରେ ୨୯୫୮ ଟଙ୍କା ପଡ଼ୁଛି।
ଟ୍ରେନ୍‌ରେ ବେଙ୍ଗାଲୁରୁରୁ ଦିଲ୍ଲୀ ଯାତ୍ରା କରିବାକୁ ହେଲେ ଥାର୍ଡ ଏସିରେ ୩୧୯୫, ସେକେଣ୍ଡ୍‌ ଏସିରେ ୫୪୮୫ ଓ ପ୍ରଥମ ଶ୍ରେଣୀ ଏସିରେ ୬୭୯୫ ଟଙ୍କା ଦେବାକୁ ପଡ଼ିବ। ମାତ୍ର ମାସେ ତଳେ ଇକୋନମୀ କ୍ଲାସରେ ଯାତ୍ରା ପାଇଁ ଟିକେଟ୍‌ କରିଥିଲେ ଆପଣଙ୍କୁ ଦେବାକୁ ପଡ଼ିବ କେବଳ ୩୪୧୭ ଟଙ୍କା।
ସେହିପରି ଚେନ୍ନାଇରୁ ଦିଲ୍ଲୀକୁ ଟ୍ରେନ୍‌ରେ ଯାତ୍ରା କରିବାକୁ ଚାହୁଁଥିଲେ ଆପଣଙ୍କୁ ଥାର୍ଡ କ୍ଲାସ୍‌ ଏସି ୩୩୧୫, ସେକେଣ୍ଡ୍‌ କ୍ଲାସ୍‌ ଏସି ୪୨୭୦ ଓ ପ୍ରଥମ ଶ୍ରେଣୀ ଏସି ପାଇଁ ୬୪୭୫ ଟଙ୍କା ଦେବାକୁ ପଡ଼ିବ। ଯଦି ଆପଣ ବିମାନରେ ଯାତ୍ରା ପାଇଁ ମାସେ ତଳେ ବୁକିଂ କରିଥିବେ, ତାହା ହେଲେ ମାତ୍ର ୩୬୧୬ ଟଙ୍କା ଦେବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story